ETV Bharat / briefs

ରାଜଧାନୀ ପେଟ୍ରୋଲ ପମ୍ପରେ ମିଳୁଛି ଅପମିଶ୍ରିତ ପେଟ୍ରୋଲ ! - SUPPLAYER DEPARTMENT

ରାଜଧାନୀ ପେଟ୍ରୋଲ ପମ୍ପରେ ଚାଲିଛି ଅଭିନବ ଉପାୟରେ ଠକାମି । ପେଟ୍ରୋଲ ବଦଳରେ ଗାଡିରେ ଭର୍ତି ହେଉଛି କେମିକାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 5, 2019, 8:31 PM IST

ଭୁବନେଶ୍ବର: ଆପଣ ନିତିଦିନ ଆପଣଙ୍କ ମୋଟର ସାଇକେଲରେ ପେଟ୍ରୋଲ ପକାଉଛନ୍ତି କି? ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇଲା ବେଳେ କେବେ ଯାଞ୍ଚ କରିଛନ୍ତି କି ? ଯଦି ନା ତାହାହେଲେ ଏବେ ଠାରୁ ପେଟ୍ରୋଲ ପକାଇବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ । କାରଣ ଆପଣଙ୍କ ଗାଡିରେ ପେଟ୍ରୋଲ ପରିବର୍ତ୍ତେ ଭର୍ତି ହେଉଛି ଅଜଣା କେମିକାଲ । ଏହି କେମିକାଲ କେତେବେଳେ କିପରି ବି ଆପଣଙ୍କ ଏବଂ ଆପଣଙ୍କ ମୋଟର ସାଇକେଲର କ୍ଷତି ପହଞ୍ଚାଇ ପାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏମିତି ଏକ ଅପମିଶ୍ରଣର ଅଭିଯୋଗ ଆସିଛି ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ । ଗତକାଲି ସୌମ୍ଯରଂଜନ ପାତ୍ର ନାମକ ଜଣେ ଗ୍ରାହକ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରୁ ନିଜ ଗାଡିରେ ଏକ ହଜାର ଟଙ୍କାର ପେଟ୍ରୋଲ ଭର୍ତି କରିଥିଲେ । ତେବେ ସକାଳୁ ଗାଡିର ଓଭର ଫ୍ଲୋ ପାଇପରୁ ପେଟ୍ରୋଲ ଲିକ ହେଉଥିବାର ସେ ଦେଖିଥିଲେ । ତେବେ ସୌମ୍ୟରଞ୍ଜନ ଏହାକୁ ଏକ ବୋତଲରେ ଭର୍ତି କରିଥିଲେ ହେଲେ ତାହା ପେଟ୍ରୋଲ ନଥିଲା ଥିଲା ଏକ ଅଜଣା କେମିକାଲ ।

ସେ ନିକଟସ୍ଥ ଗାଡି ଗ୍ୟାରେଜକୁ ଯାଇ ପଚାରିବାରୁ ଏହା କେମିକାଲ ବୋଲି ଜାଣିବାକୁ ପାଇଥିଲେ । ତୁରନ୍ତ ସୌମ୍ୟ ରଞ୍ଜନ ପକାଇଥିବା ପେଟ୍ରୋଲ ପମ୍ପକୁ ଯାଇ ଅଭିଯୋଗ କରିବାରୁ ପେଟ୍ରୋଲ ପମ୍ପ କତ୍ତୃପକ୍ଷ ସିଧା ସିଧା କଥା ଫାଙ୍କିଥିଲେ । ଆଉ ପେଟ୍ରୋଲ ପମ୍ପର କର୍ମଚାରୀ କହିଛନ୍ତି ଆମେ ପେଟ୍ରୋଲ କେବଳ ମାପ କରି ବିକ୍ରି କରୁ କୌଣସି କେମିକାଲ ମିଶ୍ରଣ କରୁନାହିଁ।

ତେବେ ଏହି କେମିକାଲ ଦେଖିବାକୁ ଧଳା ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥିରେ ନିଆଁ ଲଗାଇଲେ ହୁତୁହୁତୁ ହୋଇ ଜଳୁଛି ମଧ୍ୟ । ତେବେ ଘଟଣାକୁ ନେଇ ସୌମ୍ୟ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ତେବେ ପ୍ରଶ୍ନ ଉଠୁଛି ଏହି କେମିକାଲ ଆସିଲା କେଉଁଠୁ ? କିଏ ଏହାକୁ ପେଟ୍ରୋଲରେ ମିଶ୍ରଣ କରିଛନ୍ତି । କେଉଁ ଉଦ୍ଦେଶ୍ୟରେ ଏହା ମିଶ୍ରଣ ହୋଇଛି? ଖାଲି ଏହି ପେଟ୍ରୋଲ ପମ୍ପ ନା ଆଉ କୋଉଠି ଚାଲିଛି ଏମିତି ମିଶ୍ରଣ କାରବାର? ମିଶ୍ରଣ କାରବାରରେ କେଉଁମାନେ ସଂପୃକ୍ତ? ଯୋଗାଣ ବିଭାଗ ପାଖରେ ଏହିସବୁ ଖବର ଅଛିତ? ଏବଂ ଏହି ପେଟ୍ରୋଲ ପମ୍ପ ଏହା ମିଶ୍ରଣ କରିଛି । ଏହିସବୁର ଉତ୍ତର ଚାହିଁଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ରାଜଧାନୀରେ ପେଟ୍ରୋଲପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗୋ

ପେଟ୍ରୋଲରେ ପମ୍ପରେ ଅପମିଶ୍ରଣ । ପେଟ୍ରୋଲରେ ମିଶୁଛି ପାଣି ପରି କେମିକାଲ। ଯାହା ବାସୁଛି କିରୋସିନ ପରି ନିଆଁ ଲଗାଇଲେ ଜଳୁଛି ପେଟ୍ରୋଲ ପରି।ଯାହାକୁ ନେଇ ରାଜଧାନୀର ରାଜମଲ ପେଟ୍ରୋଲ ପମ୍ପରେ ହୋଇଛି ହଙ୍ଗାମା। ପଟ୍ରୋଲରେ ଅପମିଶ୍ରଣ ନେଇ ପେଟ୍ରୋଲ ପମ୍ପରେ  କୈଫିୟ ତମାଗିଛନ୍ତି ଜଣେ ଗ୍ରାହାକ। ପରେ ଏନେଇ ପୋଲିସ ପହଂଚି ମାମଲାର କରିଛି ଫଇସାଲା। ତେବେ ରାଜଧାନୀରେ ମଙ୍ଗଳବାର ଦିନ ସୌମ୍ଯରଂଜନ ପାତ୍ର  ୧୦୦୦ ଟଙ୍କାର ପଟ୍ରୋଲ ପକାଇଥିଲେ ରାଜଭବନ ପଟ୍ରୋଲ ପମ୍ପରେ । ପରେ ସକାଳୁ ଦେଖିବାକୁ ପାଇଥିଲେ ତାଙ୍କ ଗାଡିରୁ ଓଭର ଫ୍ଲୋ ନଳିରୁ ବହୁଛି ପେଟ୍ରୋଲ । ସେହି ପେଟ୍ରୋଲକୁ ବଟଲର ରିଜର୍ଭ କରିବା ପରେ ଜାଣିବାଗୁ ପାଇଥିଲେ ରିଜର୍ଭ କରିଥିବା ପେଟ୍ରୋଲ ରଙ୍ଗ ଓ ଅରଜିନାଲ ପେଟ୍ରୋଲ ରଙ୍ଗରେ ତଫାତ । ତା ସହିତ ତାଙ୍କ ଗାଡିରେ ପକାଇଥିବା ପେଟ୍ରୋଲ ସହ ଟାଙ୍କିରେ ଆସି ମ୍ଯାଚ କରିବା ପରେ କହିଥିସଲେ। ସେହି ପେଟ୍ରୋଲ ପମ୍ପରେ ଅପମିଶ୍ରଣ  ନେଇ ଟାଙ୍କି ମାନେଜର ଓ ମାଲିକଂଙ୍କୁ କୈଫିୟତ ମାଗିଥିଲେ ବି କେହି ଦେଇପାରିନଥିଲେ ଉତର। ଯାହାକୁ ନେଇ ସେ ଇଣ୍ଡିଆନ ଅଏଲ ଅଫିସରେ କରିଛନ୍ତି ଅଭିଯୋଗ। 
ବାଇଟ-ସୌମ୍ଯରଞ୍ଜନ ପାତ୍ର,ଅଭିଯୋଗକାରୀ
ଅନ୍ଯ ପଟେ ଟାଙ୍କି କତୃପକ୍ଷ ଏନେଇ କୌଣସି ଅପମିଶ୍ରଣ ଟାଙ୍କିରେ ହେଉନଥିବା କହିଛନ୍ତି। ସେ ନେଇ ଯେ କେହି ବି ସଂଦେହ କଲେ ନିଜର ପଟ୍ରୋଲର ସାମ୍ପଲ ନେଇ ଗ୍ରାହାକଂକ ଆଗରେ ଡେନସିଟ ଟେଷ୍ଟ କରି ଦେଖାଉଛନ୍ତି। 
ବାଇଟ-ଯୋଗେଶ ଧଳ,ପେଟ୍ରୋଲ ପମ୍ପ ମାନେଜର
ତେବେ ଅଭିଯୋଗ ହେଉଛି ଅନେକ ସମୟରେ ପଟ୍ରୋଲ ପମ୍ପରେ ଅପମିଶ୍ରଣ ଓ ମାପ ନେଇ ଅନେକ ଥର ଯୋଗାଣ ବିଭାଗରୁ ଚେକି ହୋଇଥାଏ। ତେବେ ଏନେଇ କୌଣସି ରିତିନତ ଚେକିଂ ହେଉନଥିବାରୁ ଯାହାର ଫାଇଦା ଉଠାଉଛନ୍ତି କି ପେଟ୍ରୋଲ ପମ୍ପ କତୃପକ୍ଷ। ନା ଯୋଗାଣ ବିଭାଗ ଓ ପେଟ୍ରୋଲ ପମ୍ପ କର୍ମଚାରିଙ୍କ ସହ ଭାଗିତାରେ ଚାଲିଛି ଏପରି। ଯାହାର ଶିକାର ହେଉଛନ୍ତି ନିରିହ ଗ୍ରାହାକ। ଏନେଇନତୁରନ୍ତ ଏସବୁ ଉପରୁ ପରଦା ହଟାଇବାକୁ ନିବେଦନ କରିଛନ୍ତି ସଚେତନ ନାଗରିକ।

ଭିଜୁଆଲ ଓ ବାଇଟ- ମୋଜୋରେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.