ETV Bharat / briefs

ଦୟନୀୟ ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ, ଦେଖନ୍ତୁ ରିପୋର୍ଟ - MEDICAL

ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଦୟନୀୟ ଅବସ୍ଥାର ଟିତ୍ର ଦେଖାଇଛନ୍ତି 'ଇଟିଭି ଭାରତ'ର ପ୍ରତିନିଧି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 3, 2019, 12:14 AM IST

ବୌଦ୍ଧ: ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏବେ ଚରମ ଅବ୍ୟବସ୍ଥା ଦେଖାଦେଇଛି । ପାନୀୟ ଜଳ, ଶୌଚ ବ୍ୟବସ୍ଥା, ଲାଇଟ, ବେଡ, ପଙ୍ଖା, ସ୍ବଚ୍ଛତା ଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି ଏହି ଡାକ୍ତରଖାନା । ଡାକ୍ତରଖାନାର ଏଭଳି ଦୟନୀୟ ସ୍ଥିତି ପରଖିବାକୁ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଚିକିତ୍ସାଳୟରେ ଉପଯୁକ୍ତ ସେବା ନଥିବାରୁ ଅସହ୍ୟ ଗରମରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାର ରାସ୍ତା ଉପରେ ହିଁ ରାତ୍ରିଯାପନ କରୁଥିଲା । ତେବେ ସେହି ସ୍ଥାନ ନିକଟରେ ବିଷଧର ସାପ ମଧ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି ।

କେତେବେଳେ ଆଲୋକ ସ୍ବଳ୍ପତା ଯୋଗୁଁ ମୋବାଇଲ ଲାଇଟର ସହାରା ନିଆଯାଉଥିଲା ତ ଆଉ କେତେବେଳେ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଡାକ୍ତରଖାନା ଚଟାଣରେ ଆଉଟୁପାଉଟୁ ହେଉଥିଲେ ରୋଗୀ । ଚିକିତ୍ସାଳୟର ସ୍ଥିତି ଦେଖି ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଅନୁମାନ କରାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଅବସ୍ଥା ଏବେ ଦିନକୁ ଦିନ ଖରାପ ହେବାରେ ଲାଗିଛି ।ବିଶେଷ ଭାବରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାର ଅବ୍ୟବସ୍ଥା କୁ ନେଇ ହନ୍ତସନ୍ତ ହେଉଛନ୍ତି ।ଆମ ଈଟିଭି ଭାରତ ମଧ୍ୟ ରାତ୍ରିରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ କିଭଳି ସେବା ପାଉଛନ୍ତି ତାହା ପରଖିଥିଲା ।

Body:ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏବେ ଚରମ ଅବ୍ୟବସ୍ଥା ଦେଖାଦେଇଛି ।ପାନୀୟ ଜଳ, ଶୌଚ ବ୍ୟବସ୍ଥା, ଲାଇଟ,ବେଡ,ପଙ୍ଖା, ସ୍ବଛତା ଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି ବୌଦ୍ଧ ଡାକ୍ତରଖାନା ।ମାତ୍ରାଧିକ ଗରମ ତଥା ରୋଗୀଙ୍କ ସମ୍ପର୍କୀୟ ଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଡାକ୍ତରଖାନା ରାସ୍ତା ଉପରେହିଁ ରାତିରେ ଶୋଇପଡୁଛନ୍ତି ।ଆମେ ପହଞ୍ଚିଲା ବେଳକୁଉକ୍ତ ଶୋଇବା ସ୍ଥାନ ନିକଟରୁ ବିଷଧର ସାପ ବିଚରଣ କରୁଥିବା ଦେଖିବାକୁ ପାଇଥିଲୁ ।କେତେବେଳେ ଆଲୋକ ସ୍ବଳ୍ପତା ଯୋଗୁଁ ମୋବାଇଲ ଲାଇଟର ସହାରା ନିଆଯାଉଥିଲା ତ ଆଉ କେତେବେଳେ ନବଜାତଶିଶୁ ଓ ପ୍ରସୂତୀ ଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଡାକ୍ତରଖାନା ଚଟାଣରେ ଆଉଟୁପାଉଟୁ ହେଉଥିଲେ ରୋଗୀ ।ସୁରକ୍ଷା ବ୍ୟବସ୍ଥା ମଧ୍ୟ ପୁରା ଢିଲା ଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ରବିବାର ରାତି ପ୍ରାୟ ୯.୩୦ ବେଳକୁ ଅଳ୍ପ ବର୍ଷା ହେବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ କିଛି ଆସ୍ବସ୍ଥି ବୋଧ କରିଛନ୍ତି ।

Conclusion:ବାଇଟ-୧- ରଂଜନ ସେଠୀ, ରୋଗୀଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.