ETV Bharat / briefs

'ଜିତିଲେ, ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରା କରିବି'

ନିର୍ବାଚନ ଜିତିଲେ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ପୂରା କରିବି ବୋଲି ମଞ୍ଜୁଳା ଦେବି କହିଛନ୍ତି । ଏହା ବ୍ୟତିତ ରାସ୍ତାଘାଟ ମରାମତି, ପାନୀୟ ଜଳ ଏବଂ ସ୍କୁଲ ନିର୍ମାଣ ଆଦି ତାଙ୍କ ପ୍ରାଥମିକତା ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

author img

By

Published : Apr 15, 2019, 11:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ କଡା ଟକ୍କର । ଏହି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ । ତେବେ ଚଳିତ ନିର୍ବାଚନରେ ଆସିକା ବିଧାନସଭା ବିଜେଡି ପ୍ରାର୍ଥୀ ହେଉଛନ୍ତି ଆସିକାର ପୂର୍ବତନ ସା°ସଦ ଲଡୁ କିଶୋର ସ୍ବାଇଁଙ୍କ ପତ୍ନୀ ମଞ୍ଜୁଳା ସ୍ବାଇଁ। ତେବେ ତାଙ୍କୁ ନିର୍ବାଚନ ମୈଦାନରେ କଡା ଟକ୍କର ଦେବେ ବିଜେପି ପ୍ରାର୍ଥୀ ତଥା ବିଧାୟକ ଦେବରାଜ ମହାନ୍ତି ଏବଂ କ°ଗ୍ରେସର ମନୋଜ କୁମାର ଜେନା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ନିର୍ବାଚନ ଜିତିଲେ କେଉଁ ନେତା କଣ କରିବେ ସେନେଇ ଲୋକଙ୍କୁ ଦେଉଛନ୍ତି ଅନେକ ପ୍ରତିଶ୍ରୃତି । ତେବେ ଇଟିଭି ଭାରତ'ର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ କରିବେ ସେ ନେଇ ମତ ପ୍ରକାଶ କରିଛନ୍ତି ମଞ୍ଜୁଳା ସ୍ବାଇଁ । ନିର୍ବାଚନ ଜିତିଲେ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ପୂରା କରିବା ଏବଂ ତାଙ୍କ ଅଧୁରା କାମକୁ ପୁରା କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ମଞ୍ଜୁଳା ଦେବି କହିଛନ୍ତି।

ଏହା ବ୍ୟତିତ ରାସ୍ତାଘାଟ ମରାମତି, ପାନୀୟ ଜଳ ଏବଂ ସ୍କୁଲ ନିର୍ମାଣ ଆଦି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.