ETV Bharat / briefs

ବିଜୁ ବାବୁଙ୍କ ସ୍ମୃତିରେ ଫଟୋ ଗ୍ୟାଲେରୀ ଲୋକାର୍ପିତ

ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଏକ ଫଟୋ ଗ୍ୟାଲେରୀ ବା ମ୍ୟୁଜିୟମ ଭୁବନେଶ୍ୱର ସ୍ଥିତ ୟୁନିଟ-2 ଅଶୋକନଗରରେ ଲୋକାର୍ପଣ ହୋଇଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବାଚସ୍ପତି ଡଃ ସୂର୍ଯ୍ୟ ପାତ୍ର ଯୋଗ ଦେଇଥିଲେ ।

author img

By

Published : Jun 23, 2019, 11:47 PM IST

Updated : Jun 25, 2019, 2:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ଭୁବନେଶ୍ବରବାସୀଙ୍କ ସମେତ ସାରା ଓଡିଶା ଦେଖିବ ବିଜୁ ବାବୁଙ୍କ ଇତିହାସର ଚିତ୍ର । 1929ରୁ 1997 ମସିହାର ପର୍ଯ୍ୟନ୍ତ ଥିବା ଅନେକ ଐତିହାସିକ ଫଟୋ ଚିତ୍ର ରବିବାର ରାଜଧାନୀରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଏକ ଫଟୋ ଗ୍ୟାଲେରୀ ବା ମ୍ୟୁଜିୟମ ଭୁବନେଶ୍ୱର ସ୍ଥିତ ୟୁନିଟ-2 ଅଶୋକନଗରରେ ଲୋକାର୍ପଣ ହୋଇଛି । ଏହି ମ୍ୟୁଜିୟମରେ ବିଜୁବାବୁଙ୍କ 300ରୁ ଉର୍ଦ୍ଧ୍ବ ଫଟୋ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଏହି ଫଟୋ ଗ୍ୟାଲେରୀକୁ ସର୍ବସାଧାରଣଙ୍କ ପାଇଁ ଖେଲା ରଖାଯିବା ସହ ସ୍ବର୍ଗତ ବିଜୁ ବାବୁଙ୍କ ଅନେତ ସାମଗ୍ରୀକୁ ସ୍ମୃତି ଆକାରରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି । ତେବେ ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍ପତି ଡଃ ସୂର୍ଯ୍ୟ ପାତ୍ର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

On Sun, 23 Jun 2019, 15:52 SATARUPA SAMANTRAY, <satarupa.samantray@etvbharat.com> wrote:
ଏଣିକି ଭୁବନେଶ୍ୱର ବାସୀ ସମେତ ସାରା ଓଡ଼ିଶା ଦେଖିବ ବିଜୁ ବାବୁ ଙ୍କ ବିରଳ ଚିତ୍ର।

1929 ରୁ 1997 ମସିହାର ର ଅନେକ ବିଜୁ ବାବୁ ଙ୍କ ଅନେକ ବିରଳ ଫଟୋ ଚିତ୍ର ସବୁ ଆଜି ରାଜଧାନୀ ରେ ଦେଖିବା କୁ ମିଳିଛି। ଅନ୍ୟ ପଟେ ପ୍ରଥମ ଥର କରି  ବିଜୁ ପଟ୍ଟନାୟକ ଙ୍କ ଜୀବନି କୁ ନେଇ ଏକ ଫଟୋ ଗ୍ୟାଲେରି ବା ମିୟୁଜିଅମ ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ 2 ଅଶେକ ନଗର ରେ ଲୋକାର୍ପଣ କରାଜିିବା ସହ ଏହି  ମିୟୁଜିଅମ ରେ  ଆଜି ବିଜୁବାାବୁ ଙ୍କ 300 ରୁ ଉର୍ଦ୍ଧ୍ବ ଫଟୋ ଦେଖିବା କୁ ମିଳିଥିଲା। ଆଗାମୀ ଦିନ ରେ ଏହି ଫଟୋ ଗ୍ୟାଲେରୀ କୁ ସର୍ବସାଧାରଣ ଙ୍କ ପାଇଁ ଖେଲା ରଖାଯିବା ସହ ସ୍ବର୍ଗତ ବିଜୁ ବାବୁଙ୍କ ଆହୁରି ବିରଳ ଜିନିଷ କୁ ବି ସ୍ମୁତି ଆକାର ରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି। ଆଜି ଏହି ଗ୍ୟାଲେରୀ ର  ଉଦ୍ଘାଟନ କରାଯାଇ ଥିବା ବେଳେ ଓଡ଼ିଶା ବାଚସ୍ପତି ଡ ସୂର୍ଯ୍ୟ ପାତ୍ର, ଯୋଗ ଦେଇ ଥିଲେ।
Last Updated : Jun 25, 2019, 2:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.