ETV Bharat / briefs

'ଫନି' ବିପନ୍ନଙ୍କୁ ଏକ ଲକ୍ଷ ଦେଲେ ଆକାଶ

author img

By

Published : May 9, 2019, 9:43 PM IST

ବାତ୍ୟା ‘ଫନି’ ପ୍ରଭାବିତ ଲୋକଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ କୋରାଇ ବିଧାୟକ ଆକାଶ ଦାସ ନାୟକ । ବିଧାୟକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏହି ଟଙ୍କା ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସାରା ରାଜ୍ୟକୁ ଦୋହଲାଇ ଦେଇଛି ବାତ୍ୟା 'ଫନି' । ଏହାର ତାଣ୍ଡବରେ ଅନେକ ଧନଜୀବନ ନଷ୍ଟ ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ରାଜ୍ଯବାସୀଙ୍କ ପାଇଁ ନେତା ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ବିଭିନ୍ନ ମହଲରୁ ଛୁଟୁଛି ସହାୟତାର ସୁଅ । କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ସୁଧାରିବାକୁ ସମସ୍ତେ ସହଯୋଗ କରୁଛନ୍ତି । ଏହି କ୍ରମରେ ଫନି ପ୍ରଭାବିତ ପରିବାରଙ୍କୁ ସହାୟତା ହାତ ବଢାଇଛନ୍ତି କୋରାଇ ବିଧାୟକ ଆକାଶ ଦାସ ନାୟକ ।

ଆକାଶ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଜିଲ୍ଲାକୁ ପୁଣି ଥରେ ଗଢି ତୋଳିବା ଦିଗରେ ସେ ସାମିଲ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.