ETV Bharat / briefs

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଶିଶୁ କନ୍ୟା ଜନ୍ମ - jharsuguda kovid hospital

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁରକ୍ଷତି ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଶିଶୁ କନ୍ୟା ଜନ୍ମ

author img

By

Published : Aug 11, 2020, 10:14 AM IST

ଝାରସୁଗୁଡା: କୋଭିଡ ହସ୍ପିଟାଲରେ ଜନ୍ମ ହେଲା ଶିଶୁ କନ୍ୟା । ଝାରସୁଗୁଡା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁରକ୍ଷତି ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହିଳା ଜଣକ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଚିହ୍ନଟ ହେଲାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପଜିଟିଭ ଥିବା ସହ ମହିଳା ଜଣକ ପ୍ରେଗନାଣ୍ଟ ଥିବା ଜଣା ପଡିବା ପରେ ଉକ୍ତ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କୋଭିଡ ହସ୍ପିଟାଲରେ ପ୍ରସବ ହେବା ଜିଲ୍ଲାରେ ଏହା ପ୍ରଥମ ଘଟଣା।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.