ETV Bharat / briefs

ପବଜି ଖେଳିବାକୁ ମନା କରବାରୁ ଆତ୍ମହତ୍ୟା କଲେ ଛାତ୍ର - Hyderabad

ଅନଲାଇନ ଗେମ୍‌ ପବଜି ଖେଳୁଥିବା ନେଇ ବାପା-ମାଆ ପ୍ରତିବାଦ କରିବାରୁ ଆତ୍ମହତ୍ୟା କରିଛି 16 ବର୍ଷୀୟ ପୁଅ । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ମାଲକାଜଗିରି ଅଞ୍ଚଳରେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ଡେସ୍କ
author img

By

Published : Apr 3, 2019, 2:22 PM IST

ହାଇଦ୍ରାବାଦ: ଅନଲାଇନ ଗେମ ପବଜି ଖେଳିବା ହେଲା କାଳ । ପବଜି ଗେମ ଖେଳିବା ନେଇ ଆତ୍ମହତ୍ୟା କଲା ଜଣେ ଦଶମ ଶ୍ରେଣୀର ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ମାଲକାଜଗିରି ଅଞ୍ଚଳରେ। ସୋମବାର ନିଜ ଶୋଇବା ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା 16 ବର୍ଷୀୟ ଛାତ୍ର କାଲକରୀ ସମ୍ବସିବା।

ସୂଚନା ମୁତାବକ, ସମ୍ବସିବା ପ୍ରାୟ ସବୁବେଳେ ଅନଲାଇନ ଗେମ୍‌ ପବଜି ଖେଳୁଥିଲା । ଏହାକୁ ପ୍ରତିବାଦ କରୁଥିଲେ ସମ୍ବସିବାର ଅଭିଭାବକ। ତେବେ ସୋମବାର ସମ୍ବସିବାର ବାପା-ମାଆ ପବଜି ଖେଳିବା ନେଇ ତାକୁ ଗାଳିଗୁଳଜ କରିଥିଲେ । ଏହା ତାକୁ ପ୍ରବଳ ବାଧିଥିଲା ଏବଂ ସେ ଏହାକୁ ସହି ନପାରି ଶେଷରେ ଆତ୍ମହତ୍ୟା କରିଥିଲା ।ନିଜ ଘରର ଭିତର ପଟୁ କବାଟ ଲଗାଇ ଆତ୍ମହତ୍ୟା କରିଛି ସେ।

ତେବମୃତକର ମାଆ ନିଜ ପଡୋଶୀ ଲୋକଙ୍କ ସାହାଯ୍ୟରେ ସେହି ଘରର କବାଟ ଖୋଲିଥିଲେ। ଯେଉଁଠି ସମ୍ବସିବାର ମ-ତଦେହ ଝୁଲନ୍ତା ଅବସ୍ଥା ଦେଖିବାକୁ ମିଳିଥିଲା । ପୋଲିସର କହିବା କଥା ହେଲା ସମ୍ବସିବାର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ତାକୁ ତୁରନ୍ତ ଏଲକେ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ସମ୍ବସିବା ଆତ୍ମହତ୍ୟା କରିବା ପୂର୍ବରୁ ଦୀର୍ଘ 4 ମାସ ଧରି ମୋବାଇଲରେ ସବୁବେଳେ ପବଜି ଗେମ ଖେଳୁଥିଲା ବୋଲି ଜଣାପଡିଛି।

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.