ETV Bharat / briefs

ତେଲେଙ୍ଗାନା ମନ୍ତ୍ରୀଙ୍କ ପାଞ୍ଚ ସୁରକ୍ଷାକର୍ମୀ କୋରୋନା ପଜିଟିଭ୍ - ସୁରକ୍ଷା କର୍ମୀ

ତେଲେଙ୍ଗାନା ମନ୍ତ୍ରୀଙ୍କ ଅଧୀନରେ ନିୟୋଜିତ ପାଞ୍ଚଜଣ ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ତେଲେଙ୍ଗାନାର ଅନେକ ଆଇନଜୀବୀ, ରାଜନୈତିକ ନେତା ଏବଂ ପୋଲିସ୍ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନା ମନ୍ତ୍ରୀଙ୍କ ପାଞ୍ଚ ସୁରକ୍ଷା କର୍ମୀ କୋରୋନା ପଜିଟିଭ୍

author img

By

Published : Jun 25, 2020, 6:49 PM IST

ହାଇଦ୍ରାବାଦ: ବୁଧବାର ତେଲେଙ୍ଗାନା ମନ୍ତ୍ରୀଙ୍କ ଅଧୀନରେ ନିୟୋଜିତ ପାଞ୍ଚଜଣ ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ତେଲେଙ୍ଗାନାର ଅନେକ ଆଇନଜୀବୀ, ରାଜନୈତିକ ନେତା, ଅମଲାତନ୍ତ୍ର ଏବଂ ପୋଲିସ୍ ଅଧିକାରୀ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଏଥିସହ, ରାଜନୈତିକ ପ୍ରତିନିଧି ଏବଂ ଅମଲାତନ୍ତ୍ରର ଅନେକ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ସମ୍ପୃକ୍ତ ଭିଭିଆଇପି ଏବଂ କେତେକ କ୍ଷେତ୍ରରେ ସେମାନଙ୍କ ପରିବାରକୁ ମଧ୍ୟ ହୋମ କ୍ବାରେଣ୍ଟାଇନ କରାଯାଇଥିଲା ।

ବୁଧବାର ତେଲେଙ୍ଗାନାରେ 891 ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତ 10,444 ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.