ETV Bharat / briefs

ପାଟ୍ରୋଲିଙ୍ଗ ବେଳେ 4ଜଣଙ୍କୁ ଅଟକ ରଖିଲା ପୋଲିସ

ବୁଗୁଡ଼ା ଥାନା ଚଢେୟାପଲ୍ଲୀ ଛକଠାରେ ପୋଲିସ ପାଟ୍ରୋଲିଙ୍ଗ ବେଳେ କିଛି ଲୋକଙ୍କୁ ଯାଞ୍ଚ କରିଥିଲା । ଏହି ସମୟରେ 4 ଜଣଙ୍କ ପାଖରୁ 628ଟି ଡିଟୋନେଟର, ଗୋଟିଏ ବ୍ୟାଟେରୀ, 70 କିଲୋ ବାରୁଦ ସାମଗ୍ରୀ, 5 ବଣ୍ଡଲ ତାର ଜବତ କରିଛି । ଏହା ସହ 4 ଜଣକୁ ଅଟକ ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ
author img

By

Published : Jul 31, 2019, 9:23 PM IST

ଭଞ୍ଜନଗର: ପୁଣି ଗଞ୍ଜାମ ପୋଲିସକୁ ଏକ ବଡ ସଫଳତା । ବୁଗୁଡ଼ା ଥାନା ଚଢେୟାପଲ୍ଲୀ ଛକଠାରେ ପୋଲିସ ପାଟ୍ରୋଲିଙ୍ଗ ବେଳେ କିଛି ଲୋକଙ୍କୁ ଯାଞ୍ଚ କରିଥିଲା । ଏହି ସମୟରେ ଚାରି ଜଣଙ୍କ ପାଖରୁ 628ଟି ଡିଟୋନେଟର, ଗୋଟିଏ ବ୍ୟାଟେରୀ, 70 କିଲୋ ବାରୁଦ ସାମଗ୍ରୀ, 5 ବଣ୍ଡଲ ତାର ଜବତ କରିଛି । ଏହା ସହ ଚାରି ଜଣକୁ ଅଟକ ରଖିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ

କିଛି ଦିନ ତଳେ ଆସିକା ମାଗୁରା ପ୍ରାଥମିକ ବିଦ୍ୟାଳୟରେ ବିସ୍ଫୋରଣ ହେବାପରେ ପୋଲିସ ତତ୍ପର ହୋଇଉଠିଛି । ଅନ୍ୟପଟେ ଘଟଣା ଘଟିବା ଦିନଠାରୁ ବିଭିନ୍ନ ପଥର କୁଆଁରୀ ଉପରେ ପୋଲିସ ଚଢ଼ାଉ ଜାରି ରଖିଛି କିଛି ମାଫିଆକୁ କୋର୍ଟ ଚାଲାଣ କରିବାରେ ପୋଲିସ ସଫଳତା ପାଇଛି । ତେବେ ଆହୁରି ଅନେକ ସ୍ଥାନରେ ବେଆଇନ ଭାବେ ବ୍ଳାଷ୍ଟିଙ୍ଗ ଚାଲିଛି ବୋଲି ଲୋକେ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପାଖରେ ପୋଲିସ କେବେ ପହଁଚୁଛି ତାହା ଦେଖିବାକୁ ବାକିରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳରେ ଜଣେ ଚାଷୀ ପାଣିରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି।

ଔପଦା ବ୍ଲକ ବଡପୋଖରୀ ବାଲିମୁଣ୍ଡୁଳି ଗାଁର ଡୁବୁଲିଆ ସିଂ ଗତକାଲି ହଳ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ଗତରାତି ୩ଟା ସମୟରେ ଗାଁ ପୋଖରୀରୁ ଲୋକେ ଡୁବୁଲିଆ ଶବ ଉଦ୍ଧାର କରି ଔପଦା ପୁଲିସକୁ ଖବର ଦେଇଥିଲେ। ପୁଲିସକୁ ଶବ ଜବତ କରି ବ୍ଯବଛେଦ ପାଇଁ ସୋର ଡାକ୍ତରଖାନକୁ ପଠାଇଛି। ପୁଅ ଲଟ ସିଂ ଔପଦା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.