ETV Bharat / briefs

ମହିଳାଙ୍କୁ ବେଲ୍ଟରେ ପିଟିବା ମାମଲା, 5 ପୋଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ହରିୟାଣାରେ କିଛି ପୋଲିସକର୍ମୀ ଜଣେ ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବେ ବେଲ୍ଟରେ ପିଟିବା ଘଟଣାକୁ ନେଇ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ 2ଜଣ କନେଷ୍ଟେବଳଙ୍କୁ ନିଲମ୍ବିତ କରାଯିବା ସହ 3 ଏସପିଓଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

author img

By

Published : May 28, 2019, 9:02 AM IST

ଭାଇରାଲ ଫଟୋ

ଚଣ୍ଡୀଗଡ: ମହିଳାଙ୍କୁ ବେଲ୍ଟରେ ପିଟିବା ହରିୟାଣା ପୋଳିସକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ 2ଜଣ କନେଷ୍ଟେବଳଙ୍କୁ ନିଲମ୍ବିତ କରାଯିବା ସହ 3 ଏସପିଓଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହା ସହ ଏହି ମାମଲାକୁ ନେଇ ଫରିଦାବାଦରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ହରିୟାଣାରେ କିଛି ପୋଲିସକର୍ମୀ ଜଣେ ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବେ ବେଲ୍ଟରେ ପିଟିବା ଘଟଣାକୁ ନେଇ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଦେଖିବା ପରେ ପୋଲିସ ବିଭାଗର ପ୍ରବକ୍ତା କହିଛନ୍ତି ଯେ, ଏହି ଘଟଣା ଗତବର୍ଷ ଅକ୍ଟୋବର ମାସରେ ହୋଇଥିଲେ ବି ଏନେଇ ମହିଳା ଜଣକ କୌଣସି ଅଭିଯୋଗ କରିନଥିଲେ ।

ତେବେ ହରିୟାଣା ପୋଳିସ ଯଦି ମହିଳାଙ୍କ ସୁରକ୍ଷା ଓ ସମ୍ମାନ ନେଇ ପ୍ରତିଶ୍ରୁତିବଦ୍ଧ । ତେବେ ନିଜ ପୋଲିସ ବିଭାଗରେ ହେଉଥିବା କୌଣସି ବେଆଇନ କାର୍ଯ୍ୟକୁ ମଧ୍ୟ ବରଦାସ୍ତ କରାଯିବନି । ଏଭଳି କରୁଥିବା ବ୍ୟକ୍ତି ଖୋଦ ପୋଲିସ ବିଭାଗରେ ହେଲେ ମଧ୍ୟ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Intro:Body:

dfgg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.