ETV Bharat / briefs

ମା' ବୁଢ଼ୀ ଠାକୁରାଣୀ ଯାତ୍ରା: 108 ହନୁମାନ ବେଶଧାରୀଙ୍କ ସହର ପରିକ୍ରମା - rituals

ପାରମ୍ପରିକ ପୌରାଣିକ ବେଶର ସମ୍ଭାର ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରାରେ 108 ହନୁମାନ ବେଶ ପାଲିଟିଛି ଗାନ୍ଧୀନଗରର ମୁଖ୍ୟ ଆକର୍ଷଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 28, 2019, 10:25 AM IST

ବ୍ରହ୍ମପୁର: ପାରମ୍ପରିକ ପୌରାଣିକ ବେଶର ସମ୍ଭାର ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା । ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ଆୟୋଜିତ ହେଉଥାଏ । ବୁଢ଼ୀ ଠାକୁରାଣୀଙ୍କ ସାମୂହିକ ବେଶ ସହରବାସୀଙ୍କୁ ଆକୃଷ୍ଟ କରୁଥିବାବେଳେ ଗାନ୍ଧୀନଗରର 108 ହନୁମାନ ବେଶ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାମାୟଣର ଚରିତ୍ର ପ୍ରଭୁ ରାମ, ଲକ୍ଷ୍ମଣ, ସୀତା ଏବଂ ରାବଣ ଭଳି ଚରିତ୍ରରେ ବେଶଧାରୀଙ୍କ ଶୋଭାଯାତ୍ରା ବାହାରିଥିଲା । ଗାନ୍ଧୀନଗର ସପ୍ତମ ଲାଇନରୁ ବାହାରି ବିରାଟ ପଟିଆରରେ ସହର ପରିକ୍ରମା କରାଯାଇଥିଲା । ତେବେ ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚାଲିଥିବାରୁ ମାନସିକଧାରୀଙ୍କ ଏଭଳି ବେଶଭୂଷା ସହରରେ ବେଶ ଆକର୍ଷଣୀୟ କରିଛି ।

ବ୍ରହ୍ମପୁରରୁ ସମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.