ETV Bharat / bharat

ଆଜିଠୁ ମହଙ୍ଗା ହେବ ATM କାରବାର - ଆଜିଠୁ ଏଟିଏମ କାରବାର ମହଙ୍ଗା

ଏଟିଏମ(ATM) ବ୍ୟବହାରକାରୀଙ୍କୁ ଝଟକା । ଆଜିଠୁ ଏଟିଏମ(ATM) ବ୍ୟବହାର ଉପରେ ଅଧିକ ଫି ଦେବାକୁ ପଡିବ । ଅଧିକ ପଢନ୍ତୁ

ଆଜିଠୁ ମହଙ୍ଗା ହେବ ଏଟିଏମ କାରବାର
ଆଜିଠୁ ମହଙ୍ଗା ହେବ ଏଟିଏମ କାରବାର
author img

By

Published : Jan 1, 2022, 6:44 AM IST

ନୂଆଦିଲ୍ଲୀ: ଏଟିଏମ(ATM) ବ୍ୟବହାରକାରୀଙ୍କୁ ଝଟକା । ମହଙ୍ଗା ହେଲା ଏଟିଏମ(ATM) କାରବାର । ଆଜିଠୁ(ଶନିବାର) ଏଟିଏମ(ATM) ଯୋଗେ ଟଙ୍କା ଉଠାଣ ଉପରେ ଅଧିକ ଶୁକ୍ଲ ଲାଗୁ ହେବ(now you have to pay more for ATM transaction) । ଅର୍ଥାତ୍ ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବ ତୁଳନାରେ ଅଧିକ ଫି ଦେବାକୁ ପଡିବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଜୁନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମାଗଣା ଟ୍ରାଞ୍ଜାକ୍ସନର ମାସିକ ଲିମିଟ ପରେ ଅଧିକ କାରବାର ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଆଜିଠୁ ପ୍ରତି କାରବାର ପିଛା ୨୧ ଟଙ୍କା ଦେୟ ଦେବାକୁ ହେବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମରୁ ୫ ଥର ଫ୍ରି ଏଟିଏମ କାରବାର କରିପାରିବେ । ଏହି ୫ ଥର ମଧ୍ୟରେ ସମସ୍ତ ପ୍ରକାର ଅର୍ଥାତ୍ ଆର୍ଥିକ ଏବ ଅଣଆର୍ଥିକ କାରବାର କରିପାରିବେ । ଗତ ବର୍ଷ ଅଗଷ୍ଟ ପୂର୍ବରୁ ବ୍ୟାଙ୍କ ଏଟିଏମ ଯୋଗେ ଆର୍ଥିକ କାରବାର ଫି ୧୫ ରୁ ୧୭ ଟଙ୍କା ରହିଥିଲା । ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରିବାକୁ ଆରବିଆଇ(Reserve Bank) ଅନୁମତି ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.