ETV Bharat / bharat

ଅନ୍ୟତ୍ର ବିବାହ କରିଥାନ୍ତା ସ୍ବାମୀ, ଯୌନାଙ୍ଗ କାଟିଦେଲା କ୍ରୋଧରେ ଜର୍ଜରିତ ସ୍ତ୍ରୀ - ଭୌରକାଲାନା ପୋଲିସ ଷ୍ଟେସନ

ମୁଜାଫରରେ ଲୋମଟାଙ୍କୁରା ଘଟଣା । ଅନ୍ୟତ୍ର ବିବାହ କରିବା ପାଇଁ ଅନେକ ସମୟରେ କଳହ ଲାଗିରହୁଥିବାରୁ ସ୍ବାମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଅଧିକ ପଢନ୍ତୁ...

ମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସି ସ୍ତ୍ରୀ

author img

By

Published : Jun 25, 2021, 10:42 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରରେ ଲୋମଟାଙ୍କୁରା ଘଟଣା । ସ୍ବାମୀର ତୃତୀୟ ବିବାହକୁ ନେଇ ରାଗରେ ଜର୍ଜରିତ ହୋଇ ସ୍ତ୍ରୀ ଖେଳିଲା ରକ୍ତର ହୋଲି । ଶେଷରେ ଉତକ୍ଷିପ୍ତ ହେଇ ସ୍ବାମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ । ଆଉ ଛଟପଟ ହୋଇ ଜୀବନ ହାରିଲା ସ୍ବାମୀ । ଭୌରକାଲାନା ପୋଲିସ ଷ୍ଟେସନ ଅଞ୍ଚଳର ଶିକରପୁର ଗ୍ରାମରେ ଘଟିଛି ଏହି ଘଟଣା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ଗିରଫ କରିଛି ।

ମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସି ସ୍ତ୍ରୀ
ମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସି ସ୍ତ୍ରୀ

ମିଳିଥିବା ସୂଚନା ଅନୁଯାଇ ସ୍ବାମୀ ଜଣଙ୍କ ପ୍ରଥମ ବିବାହ କରିବା ପରେ ଦ୍ବିତୀୟ ବିବାହ କରିଥିଲେ ଏହା ପରେ ସେ ତୃତୀୟ ବିବାହ କରିବାକୁ ଚାହୁଁଥିବାରୁ ତାଙ୍କ ଦ୍ବିତୀୟ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଥିବା ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ମୁଁ ତାଙ୍କ ଦ୍ବିତୀୟ ସ୍ତ୍ରୀ ମୋର 2 ଜଣ ବିବାହିତ ଓ 2 ଜଣ ଅବିବାହିତ ଝିଅ ଅଛନ୍ତି । ସେ ପ୍ରଥମ ବିବାହ ଆଉ ଜଣଙ୍କୁ ମଧ୍ୟ କରିଥିଲେ ।

ତେବେ ତୃତୀୟ ବିବାହ କରିବା ପାଇଁ ସେ ଦ୍ବିତୀୟ ସ୍ତ୍ରୀକୁ ସବୁଦିନ ମାଡ ମାରୁଥିଲେ । ବୁଧବାର ଦିନ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ସ୍ତ୍ରୀ ରାଗିଯାଇ ରାତିରେ ଶୋଇଥିବା ସମୟରେ ସ୍ବାମୀର ଯୌନାଙ୍ଗକୁ ଛୁରୀରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏନେଇ ପତ୍ନୀ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା କହିଛନ୍ତି ଭୌରକାଲାନା ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଜିତେନ୍ଦ୍ର ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.