ETV Bharat / bharat

କେଉଁଠୁ କୋଭିଡ-19ର ଉତ୍ପତ୍ତି ? - କୋରୋନା ଭାଇରସ୍

କେଉଁଠୁ ଆସିଲା କୋରୋନା ଭାଇରସ୍ ଓ କେଉଁଠାରେ ଏହାର ଉତ୍ପତ୍ତି । ଏ ପ୍ରଶ୍ନ ମହାମାରୀ ଆରମ୍ଭରୁ ସମସ୍ତଙ୍କ ମନରେ ପ୍ରଶ୍ନ । ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ...

କୋଭିଡ-19ର ଉତ୍ପତ୍ତି
କୋଭିଡ-19ର ଉତ୍ପତ୍ତି
author img

By

Published : Mar 30, 2021, 3:22 PM IST

ନୂଆଦିଲ୍ଲୀ: କେଉଁଠୁ ଆସିଲା କୋରୋନା ଭାଇରସ୍ ଓ କେଉଁଠାରେ ଏହାର ଉତ୍ପତ୍ତି । ଏ ପ୍ରଶ୍ନ ମହାମାରୀ ଆରମ୍ଭରୁ ସମସ୍ତଙ୍କ ମନରେ ପ୍ରଶ୍ନ । ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ, ପଶୁଙ୍କଠାରୁ ମଣିଷଙ୍କୁ ସଂକ୍ରମଣ କୋଭିଡ-19ର କାରଣ । ଏହାସହ ବାଦୁଡିଠାରୁ ଏହି ସଂକ୍ରମଣ ବ୍ୟାପିଥିବା ରିପୋର୍ଟରେ କୁହାଯାଇଛି । ଚୀନ କିମ୍ବା ଦକ୍ଷିଣ ଏସିଆରୁ ଏହି ମହାମାରୀ ବ୍ୟାପିଥିବା କୁହାଯାଉଛି । ପ୍ରଥମେ ପଶୁଙ୍କଠାରେ ପରେ ଉହାନ ମାର୍କେଟ ଉପରେ ଭାଇରସ କବଜା କରାଯାଇଥିବା ରିପୋର୍ଟରେ ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୋରୋନା ଭାଇରସର ଉତ୍ପତ୍ତି ବିଷୟରେ ସମସ୍ତ ଅନୁମାନକୁ ଉପସ୍ଥାପିତ କରାଯାଇଛି । ଟେଡ୍ରୋସ୍ କହିଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ଉହାନ୍ ପରିଦର୍ଶନ କରିଥିବା ଦଳରୁ SARS-Cov-2 ଭୂତାଣୁଙ୍କ ଉତ୍ପତ୍ତି ବିଷୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମ୍ପୁର୍ଣ୍ଣ ମିଶନ୍ ରିପୋର୍ଟ ଗ୍ରହଣ କରିଛି । ଏହି ରିପୋର୍ଟ ସଦସ୍ୟ ରାଷ୍ଟ୍ରମାନଙ୍କୁ ପଠାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.