ETV Bharat / bharat

ହାଇପରଥାଇରଏଡିଜିମ ଓ ପ୍ରଜନନ ସ୍ୱାସ୍ଥ୍ୟ

author img

By

Published : Mar 12, 2021, 3:29 PM IST

ଥାଇରଏଡ ଗ୍ରନ୍ଥି ହେଉଛି ଏକ ପ୍ରଜାପତି ଆକୃତିର ଅଙ୍ଗ, ଯାହା ଆମ ବେକ ଆଗରେ ରହିଥାଏ । ଏହି ଗ୍ରନ୍ଥି ହରମୋନ ସୃଷ୍ଟି କରି ମେଟାବଲିଜିମ ନିୟନ୍ତ୍ରଣ କରିଥାଏ । ତେଣୁ ଏହା ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ପ୍ରଜନନ ହେଉଛି ସନ୍ତାନ ପ୍ରସବର କ୍ଷମତା । ଆପଣଙ୍କ ଥାଇରଏଡ ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତା ପରସ୍ପର ସହ ଜଡିତ ବୋଲି କହନ୍ତି ଡକ୍ଟର ହିମା ଦୀପ୍ତି ।

ହାଇପରଥାଇରଏଡିଜିମ ଓ ପ୍ରଜନନ ସ୍ୱାସ୍ଥ୍ୟ
ହାଇପରଥାଇରଏଡିଜିମ ଓ ପ୍ରଜନନ ସ୍ୱାସ୍ଥ୍ୟ

ଥାଇରଏଡ ଗ୍ରନ୍ଥି ହେଉଛି ଏକ ପ୍ରଜାପତି ଆକୃତିର ଅଙ୍ଗ, ଯାହା ଆମ ବେକ ଆଗରେ ରହିଥାଏ । ଏହି ଗ୍ରନ୍ଥି ହରମୋନ ସୃଷ୍ଟି କରି ମେଟାବଲିଜିମ ନିୟନ୍ତ୍ରଣ କରିଥାଏ । ତେଣୁ ଏହା ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ପ୍ରଜନନ ହେଉଛି ସନ୍ତାନ ପ୍ରସବର କ୍ଷମତା । ଆପଣଙ୍କ ଥାଇରଏଡ ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତା ପରସ୍ପର ସହ ଜଡିତ ବୋଲି କହନ୍ତି ଡକ୍ଟର ହିମା ଦୀପ୍ତି । ହାଇଦ୍ରାବାଦ ସ୍ଥିତ ନୋଭା ଆଇଭିଏଫ୍ ଫର୍ଟିଲିଟିରେ କନସଲଟାଂଟ ଥିବା ଡକ୍ଟର ଦୀପ୍ତି କହନ୍ତି ଯେ, ଥାଇରଏଡ ରୋଗ ଯଦି ଚିହ୍ନଟ ନ ହୋଇ ଅଚିକିତ୍ସିତ ଅବସ୍ଥାରେ ରହିଯାଏ, ତାହା ହେଲେ ଏହା ବାଂଝପଣ ଓ ଉଫ ବାଂଝପଣର କାରଣ ହୋଇପାରେ । ଡକ୍ଟର ଦୀପ୍ତି ଏହି ଥାଇରଏଡ ବିକୃତି, ଏହାର ଲକ୍ଷଣ ଓ ଏହା ପ୍ରଜନନ କ୍ଷମତା ଉପରେ କିଭଳି ପ୍ରଭାବ ପକାଏ, ସେ ସଂପର୍କରେ ଆଲୋଚନା କରିଛନ୍ତି । ଥାଇରଏଡ ବିକୃତି ବା ଡିଜଅର୍ଡର ହେଉଛି ଅବ୍ୟବସ୍ଥାର ଏକ ଗୋଷ୍ଠୀ ଯାହା କି ଥାଇରଏଡ ଗ୍ରନ୍ଥିର ଡିସରେଗୁଲେଟେଡ୍ ଫଙ୍କସନର କାରଣ ହୋଇଥାଏ । ଏହାଦ୍ୱାରା ଥାଇରଏଡ ହରମୋନର ଅଧିକ ବା କମ୍ଉ ତ୍ପାଦନ ହୁଏ ।

ଅଟୋଇମ୍ୟୁନ କତ୍ପିସନ, ହାସିମୋତସ ଥାଇରଏଡିଟିସ ହେଉଛି ସାଧାରଣ ହିପୋଥାଇରଏଡ ଡିଜଅର୍ଡର । ମହିଳାଙ୍କଠାରେ ଏସବୁ ରୋଗ ବହୁଳ ଭାବେ ଦେଖାଯାଏ । ଗ୍ରେଭ୍‌ସ ଡିଜିଜ୍ ହେଉଛି ଆଉ ଏକ ଅଟୋଇମ୍ୟୁନ କତ୍ପିସନ । ଏହି କତ୍ପିସନ ମଧ୍ୟ ହିପୋଥାଇରଏଡିଜମର ସାଧାରଣ କାରଣ । ପ୍ରଜନନ କ୍ଷମତାକୁ କିପରି ପ୍ରଭାବିତ କରେ ହିପୋଥାଇରଏଡିଜମ ? ଫର୍ଟିଲିଟି ଉପରେ ହିପୋଥାଇରଏଡିଜିମର ନକାରତ୍ମକ ପ୍ରଭାବ ପଡେ । ଉଭୟ ସନ୍ତାନ ଧାରଣ କ୍ଷମତା ଓ ଭ୍ରୁଣ ଧାରଣକୁୁ ପ୍ରଭାବିତ କରିଥାଏ ହିପୋଥାଇରଏଡିଜମ । ଜର୍ଣ୍ଣାଲ ଅଫ୍ ଆପ୍ଲାଏଡ୍ ଆଣ୍ଡ୍ ବେସିକ ମେଡିକାଲ ରିସର୍ଚ୍ଚ ଅନୁସାରେ ସନ୍ତାନ ଧାରଣ ବୟସର ୨ରୁ ୪ ପ୍ରତିଶତ ମହିଳାଙ୍କଠାରେ ଥାଇରଏଡ ହରମୋନ ସ୍ତର କମ୍ ଥାଏ । ଏଥିରୁ ପ୍ରମାଣିତ ହୁଏ ଯେ, ପ୍ରଜନନହୀନତା ହିପୋଥାଇରଏଡିଜିମ ଦ୍ୱାରା ସୃଷ୍ଟି ହୁଏ । ଓଭ୍ୟୁଲେଟରୀ ସାଇକେଲ,ଲୁଟିଏଲ ଫେଜ୍ ଡିଫେକ । ହାଇପରପ୍ରୋଲାକ୍ଟିନେମିଆ ଓ ସେକ୍ସ ହରମୋନରେ ଅସନ୍ତୁଳନ ଯୋଗୁଁ ଏହି ଥାଇରଏଡ ବିକୃତି ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ତେଣୁ ସ୍ୱାଭାବିକ ଥାଇରଏଡ ସ୍ତର ମହିଳାଙ୍କ ଫର୍ଟିଲିଟି ହେଲ୍‌ଥ, ଗର୍ଭଧାରଣ ଓ ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ପ୍ରତି ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଯଦି ଏକ ଥାଇରଏଡ ବିକୃତି ଅନିୟନ୍ତ୍ରିତ ହୁଏ,ତାହା ହେଲେ ରୋଗୀର ଗର୍ଭଧାରଣର ସମସ୍ୟା ସୃଷ୍ଟି ହୁଏ । ଲୋ’ ଇଂପ୍ଲାଟେସେସନ ସୁଯୋଗ ଯୋଗୁଁ ଏଭଳି ସ୍ଥିତି ଉପୁଜିଥାଏ । ହିପୋଥାଇରଏଡିଜିମ ଓ ଫର୍ଟିଲିଟି ଫର୍ଟିଲିଟିକେବଳ ମହିଳା ସଂପର୍କିତ ସମସ୍ୟା ନୁହେଁ, କିନ୍ତୁ ସାଧାରଣତଃ ଏହା ସେମାନଙ୍କଠାରେ ହିଁ ଅଧିକ ଦେଖାଯାଏ । ପୁରୁଷମାନଙ୍କଠାରେ ଥାଇରଏଡ ବିକୃତି ଦଂପତ୍ତିଙ୍କ ସାମଗ୍ରିକ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ଡିସରେଗୁଲେଟେଡ୍ ଥାଇରଏଡି ଫଙ୍କସନ ଆପଣଙ୍କ ସ୍ପର୍ମ କ୍ୱାଲିିଟି ଓ ମୋଟିଲିଟିର କ୍ଷତି କରେ । ଫଳରେ ଇପ୍ଲାଂଟେସନ ପାଇଁ ଡିମ୍ବାଣୁ ଭିତରେ ସ୍ପର୍ମର ପ୍ରବେଶକୁ ଚ୍ୟାଲେଜିଂ କରେ ।

ଥାଇରଏଡ ଅଣ୍ଡରପ୍ରଡକସନ ଦ୍ୱାରା କଣ ସମସ୍ୟା ଦେଖାଯାଏ ?

. ଗର୍ଭଧାରଣରେ କଷ୍ଟ ଯୋଗୁଁ ମାସିକ ଧର୍ମଚକ୍ରରେ ଅନିୟମିତତା

.ଓଭ୍ୟୁଲେସନରେ ହସ୍ତକ୍ଷେପ

. ମିସକ୍ୟାରେଜର ଆଶଙ୍କା

. ସମୟ ପୂର୍ବ ଜନ୍ମର ଆଶଙ୍କା

ଲକ୍ଷଣ ଓ ସଚେତନତା

ନିକଟରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ,ପ୍ରତି ୧୦ ଭାରତୀୟଙ୍କ ମଧ୍ୟରୁ ଜଣେ ହିପୋଥାଇରଏଡିଜିମରେ ପୀଡିତ ହୁଅନ୍ତି । ମହିଳାଙ୍କ କ୍ଷେତ୍ରରେ ତ ଏହି ସ୍ଥିତି ଦୁଇଗୁଣ ଅଧିକ । ଥାଇରଏଡ୍ଷ୍ଟି ମୁଲେଟିଂ ହରମୋନ-ଟିଏସଏଚର ସାଧାରଣ ବ୍ଲଡ ଟେଷ୍ଟ ଦ୍ୱାରା ଏହି ସ୍ଥିତି ଚିହ୍ନଟ ହୋଇପାରିବ । କିନ୍ତୁ ଅନେକ ମହିଳା ଏହି ଟେଷ୍ଟ୍ କରନ୍ତି ନାହିଁ । ଫଳରେ ଏହି ସ୍ଥିତି ଚିହ୍ନଟ ହୋଇପାରେ ନାହିଁ । ସେମାନଙ୍କଠାରେ ନିମ୍ନଲିଖିତ ସମସ୍ୟା ଦେଖାଯାଏ ।

. ବାରମ୍ବାର ହେଭି ମେନଷ୍ଟ୍ରୁଆଲ୍ ସାଇକେଲ

. ଅତିଶତ କ୍ଲାନ୍ତି

. ମାଂସପେଶୀ ବିନ୍ଧାଟଣା

. ବିସ୍ମୃତି

. ଶୁଷ୍କ ତ୍ୱଚା ଓ କେଶ

. ଓଜନ ବୃଦ୍ଧି

. ଥଣ୍ଡା ପ୍ରତି ଅସହିଷ୍ଣୁତା

ଉପରୋକ୍ତ ସମସ୍ୟା ଦୃଷ୍ଟିରୁ ସଚେତତ ରହିବା ଜରୁରୀ । ଥାଇରଏଡ- ଷ୍ଟିମୁଲେଟିଂ ହରମୋନ-ଟିଏସଏଚ ଓ ଟି୪ ଲେବେଲ ଉପରେ ନିୟମିତ ନିୟନ୍ତ୍ରଣ ଜରୁରୀ । ବିଶେଷ କରି ଗର୍ଭବତୀ ହେବା ଆଗରୁ ଏସବୁ ଉପରେ ନଜର ରଖିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.