ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope
author img

By ETV Bharat Odisha Team

Published : Oct 15, 2023, 6:00 AM IST

ମେଷ: ଏହି ସପ୍ତାହରେ ଆପଣ ବ୍ୟବସାୟରେ ବହୁତ ସକ୍ରିୟ ରହିବେ । ଆପଣ ଦୂର ଯାତ୍ରା ପାଇଁ ଚେଷ୍ଟା କରିବେ, କିଛି ନୂଆ ଲୋକଙ୍କ ସହିତ ଯୋଗାଯୋଗ କରିବେ । ଯାହା ଦ୍ଵାରା ଆପଣ ନିଜ ବ୍ୟବସାୟ ପାଇଁ ଗୋଟିଏ ଭଲ ଚୁକ୍ତିର ଚୁଡାନ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିବେ । ଚାକିରି କରୁଥିବା ଲୋକମାନେ ପୂର୍ବ ଭଳି ସେମାନଙ୍କ କାମରେ ବ୍ୟସ୍ତ ରହିବେ। ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ହେବ । ବୈବାହିକ ଜୀବନରେ ଅଶାନ୍ତିପୂର୍ଣ୍ଣ ପରିସ୍ଥିତି ଦେଖାଦେଇପାରେ । ଯାହା ବିଷୟକୁ ନେଇ ଆପଣ ସତର୍କ ରହିବା ଆବଶ୍ୟକ ଅନ୍ୟଥା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ଅଛି । ପ୍ରେମ ଜୀବନ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ସମ୍ପର୍କରେ ରୋମାଞ୍ଚକର ଅନୁଭବ ବୃଦ୍ଧି ପାଇବ ଏବଂ ଆକର୍ଷଣ ମଧ୍ୟ ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ଅଧ୍ୟୟନକୁ ଉପଭୋଗ କରିବେ ଏବଂ ନୂଆ କଥା ଶିଖିବେ । ସପ୍ତାହର ଆରମ୍ଭ ଦିନ ଗୁଡିକ ଭ୍ରମଣ ପାଇଁ ଶୁଭ ନୁହେଁ । ଆପଣଙ୍କୁ ନିଜ ସ୍ଵାସ୍ଥ୍ୟର ୟତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି ।

ବୃଷ: ସପ୍ତାହର ଆରମ୍ଭ ଦିନଗୁଡିକରେ କିଛି ଅଯଥା ବ୍ୟୟ ହେବ । ଆପଣ ଗୋଟିଏ ଋଣ କରିବାର ସମ୍ଭାବନା ମଧ୍ୟ ଅଛି । ଅଯଥା କଥାବାର୍ତ୍ତା ହେବା ଦ୍ଵାରା ଆପଣଙ୍କ ମନ ବିବ୍ରତ ରହିବ ଏବଂ ଆପଣ ମନନିବେଶ କରିବାରେ ସକ୍ଷମ ହେବେ ନାହିଁ । ଏହା ମଧ୍ୟ ଆପଣଙ୍କ କାମରେ ଅସୁବିଧା ସୃଷ୍ଟି ହେବାର କାରଣ ହେବ । ଚାକିରି ଭଳି ବୃତ୍ତିଧାରୀମାନଙ୍କ ପାଇଁ ଏହି ସମୟ ସାମାନ୍ୟ ଦୁର୍ବଳ ହେବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ନିଜ କାମରେ ଧ୍ୟାନ ଦେବାକୁ ହେବ । ବ୍ୟବସାୟ ପାଇଁ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ । ଏଥି ପାଇଁ ଆପଣଙ୍କୁ ଭାରି ଦାମ ଦେବାକୁ ପଡିବ । ବ୍ୟବସାୟରେ ଅର୍ଥ ନିବେଶ କରିବା ଭଳି ମଧ୍ୟ ଏକ ପରିସ୍ଥିତି ଉପୁଜି ପାରେ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ଅଛି । ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହେବ ଏବଂ ଆପଣଙ୍କର ଅର୍ଥ ବ୍ୟୟ ହେବ । ପରସ୍ପର ପ୍ରତି ଅନ୍ତରଙ୍ଗତା ବୃଦ୍ଧି ପାଇବ ଏବଂ ସମ୍ପର୍କରେ ପରସ୍ପର ପ୍ରତି ବିଶ୍ଵାସ ବୃଦ୍ଧି ପାଇବ । ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦିନ ଶୁଭ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସପ୍ତାହ ଶୁଭ ହେବାକୁ ଯାଉଛି ।

ମିଥୁନ: ଏହି ସପ୍ତାହର ଆରମ୍ଭରେ ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖାଦେବ। ଆପଣଙ୍କ ସ୍ଵାସ୍ଥ୍ୟରେ ଏକ ସମସ୍ୟା ଦେଖାଯିବାର ସମ୍ଭାବନା ଅଛି। ପେଟ ଗୋଳମାଳ ହୋଇପାରେ, ଯାହା ଦ୍ଵାରା ଆପଣଙ୍କର ମନ ଖରାପ ରହିବ । ଏହା ଦ୍ଵାରା ଆପଣଙ୍କ କାମରେ ମଧ୍ୟ କିଛି ଅସୁବିଧା ହେବାର ସମ୍ଭାବନା ଅଛି । ଚାକିରି ବଦଳାଇବା ଭଳି ଚିନ୍ତା ମନକୁ ଆସିବ କାରଣ ନିଜର ଅଗ୍ରଗତିରେ ଆପଣ ଖୁସି ଥିବା ଜଣାପଡିବେ ନାହିଁ । ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ । ଆପଣଙ୍କର ଆକାଂକ୍ଷା ଗୁଡିକ ଆପଣଙ୍କୁ ଆଗକୁ ବଢିବା ଉତ୍ସାହିତ କରିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ବର୍ତ୍ତମାନ ଅଶାନ୍ତି ଅନୁଭବ କରିବେ ଏବଂ ନିଜ ମନରେ ଅନୁଭବ କରୁଥିବା ଭାବନାକୁ ସହଜରେ ପରସ୍ପର ନିକଟରେ ପ୍ରକାଶ କରିବାରେ ସକ୍ଷମ ହେବେ । ପ୍ରେମ ଜୀବନ ପାଇଁ ସମୟ ଉତଥାନ ଓ ପତନରେ ପରିପୂର୍ଣ୍ଣ ହେବ । ଝଗଡା ହେବା ଭଳି ଏକ ସୁଯୋଗ ଆସିପାରେ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ଅଛି।

କର୍କଟ: ସପ୍ତାହର ଆରମ୍ଭରେ ଆପଣ ନିଜର ବନ୍ଧୁମାନଙ୍କ ସହିତ କୌଣସି ଏକ ସ୍ଥାନକୁ ମଜା ମଜଲିସ କରିବା ପାଇଁ ଯିବେ ଏବଂ ସେମାନଙ୍କ ସହିତ ସମୟ କଟାଇବେ। ଏହା ଦ୍ଵାରା ଆପଣ ବହୁତ ଖୁସି ଅନୁଭବ କରିବେ। ଆପଣ ନିକଟ ଥିବା କୌଣସି ଏକ ସ୍ଥାନକୁ ବୁଲି ଯିବାର ସମ୍ଭାବନା ଅଛି। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ପୁରୁଣା ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। ବିବାହିତ ଲୋକମାନେ ସୁଖୀ ହେବେ କିନ୍ତୁ ବର୍ତ୍ତମାନ ଲାଗି ରହିଥିବା ସମସ୍ୟାଗୁଡ଼ିକ ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ନିଜର ବନ୍ଧୁମାନଙ୍କ ମଧ୍ୟରୁ ଆପଣ ଜଣକ ପ୍ରତି ମଧ୍ୟ ଆକର୍ଷିତ ହେବା ଭଳି ଅନୁଭବ କରିପାରନ୍ତି। ଚାକିରୀ କରୁଥିବା ଲୋକମାନେ ଏହି ସମୟରେ ଅତ୍ୟନ୍ତ ସାବଧାନ ରହିବା ଆବଶ୍ୟକ କାରଣ ଆପଣଙ୍କ ମନରେ ଚାଲୁଥିବା ଅନେକ କଥାକୁ ନେଇ ଆପଣ ଚିନ୍ତିତ ରହିବାର ସମ୍ଭାବନା ଅଛି। ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ। ରିଅଲ ଇଷ୍ଟେଟ୍ କାମରେ ସଫଳତା ପାଇବେ। ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ପଥପ୍ରଦର୍ଶକ କିମ୍ବା ଶିକ୍ଷକଙ୍କର ସହାୟତା ନେବା ଆବଶ୍ୟକ।

ସିଂହ: ଜଣେ କୁନି ଅତିଥିଙ୍କ ଆଗମନ ହେବାର ସମ୍ଭାବନା ଥିବା କାରଣରୁ ଘରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ, ଯେଉଁ କାରଣରୁ ଆପଣ କୌଣସି ଏକ ସ୍ଥାନକୁ ଚାଲି ଚାଲି ଯିବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟରେ ଦୃଢତା ଦେଖିବାକୁ ମିଳିବ। ବୈବାହିକ ଜୀବନରେ ମାନସିକ ଚାପ ହ୍ରାସ ପାଇବ। ଭ୍ରମଣ ପାଇଁ ସପ୍ତାହର ମଧ୍ୟ ଭାଗ ଅନୁକୂଳ ହେବ। ପ୍ରେମ ନିବେଦନ ପାଇଁ ଏହି ସପ୍ତାହ ସାହାଯ୍ୟକାରୀ ସାବ୍ୟସ୍ତ ହେବ ଏବଂ ଉତ୍ତମ ପରିଣାମ ମଧ୍ୟ ପାଇବେ। ବ୍ୟବସାୟ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପଡିବ। ବଜାରରେ ଥିବା ଅନ୍ୟମାନେ ଆପଣଙ୍କ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଛି। ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ବ୍ୟସ୍ତବହୁଳ ହେବାକୁ ଯାଉଛି । ଆପଣ ନୂଆ ଲୋକଙ୍କୁ ଭେଟିବା ପାଇଁ ଗୋଟିଏ ସୁଯୋଗ ପାଇବେ । ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଏହି ସପ୍ତାହ ସାରା କଠିନ ପରିଶ୍ରମ କରିବାକୁ ପଡିବ କିନ୍ତୁ ଆପଣ ଏହା ଦ୍ଵାରା ଲାଭବାନ ମଧ୍ୟ ହେବେ ।

କନ୍ୟା: ଆପଣଙ୍କର ଖର୍ଚ୍ଚଗୁଡିକ ହ୍ରାସ ପାଇବ ଏବଂ ଭଲ ଆୟ ହେବ । ଘରେ କିଛି ଦ୍ଵନ୍ଦ୍ଵ ସୃଷ୍ଟି ହେବାର ସମ୍ଭାବନା ଅଛି, ଯେଉଁଥିରୁ ମୁକୁଳିବା ପାଇଁ ଆପଣଙ୍କୁ ମୁଣ୍ଡ ଥଣ୍ଡା ଏବଂ ମଧୁର କଥାର ପ୍ରୟୋଗ କରିବାକୁ ହେବ, ଅନ୍ୟଥା ସମସ୍ୟାଗୁଡ଼ିକ ବଢିଯାଇପାରେ । ଆପଣଙ୍କୁ ପାକସ୍ଥଳୀ ସମ୍ବନ୍ଧିତ କିମ୍ବା ପାଟି ସମ୍ବନ୍ଧିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡିପାରେ। ଉତ୍ତମ ଖାଦ୍ୟାଭ୍ୟାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଉଭୟଙ୍କର ବହୁତ ଗୁରୁତ୍ଵ ଅଛି । ଏହାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରନ୍ତୁ । ବିବାହିତ ଲୋକମାନେ ସେମାନଙ୍କର ବିଜ୍ଞତା ବଳରେ ନିଜର ଗୃହସ୍ଥ ଜୀବନରେ ସୁଖର ମୁହୂର୍ତ୍ତଗୁଡିକୁ ଉପଭୋଗ କରିବେ । ପ୍ରେମ ଜୀବନରେ ମଧ୍ୟ ସମୟ ଶାନ୍ତିପୂର୍ଣ୍ଣ ହେବ । ଆପଣ ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ।

ତୁଳା: ଏହି ସପ୍ତାହରେ ଆପଣଙ୍କ ମନରେ ଅଶାନ୍ତି ବୃଦ୍ଧି ପାଇବ। ମନକୁ ଅନେକ ଭାବନା ଆଣିବା ସହିତ ଆପଣ ଚିନରିତ ରହିବାର ସମ୍ଭାବନା ଅଛି, ତେଣୁ ଆପଣ ନିଜର ଜୀବନସାଥିଙ୍କ ପରାମର୍ଶକୁ ମଧ୍ୟ ଅନୁସରଣ କରିବା ଆବଶ୍ୟକ । ତାଙ୍କର ଉପଦେଶ ଗୁଡିକ ଆପଣଙ୍କ ପାଇଁ ଅତ୍ୟନ୍ତ ଦରକାରୀ ହେବ ଏବଂ ଆପଣ ଏହା ଦ୍ଵାରା ଲାଭବାନ ହେବେ। ବ୍ୟବସାୟ ପାଇଁ ସମୟ ଶୁଭ ହେବାକୁ ଯାଉଛି। ନିଜ ଭିତରେ ଥିବା ଉର୍ଜାକୁ ଠିକ ମାର୍ଗରେ ଲଗାନ୍ତୁ ଏବଂ ବନ୍ଦ ପଡିଥିବା କିଛି କାମକୁ ପୁନର୍ବାର ଆରମ୍ଭ କରନ୍ତୁ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ ବହୁତ ସକ୍ରିୟ ରହିବେ । ପରିବାରର ଗୁରୁଜନଙ୍କ ଠାରୁ ଆପଣ ସାହାଯ୍ୟ ପାଇବେ। ବିବାହିତ ଜୀବନ ପାଇଁ ସମୟ ଚାପପୂର୍ଣ୍ଣ ହେବାର ସମ୍ଭାବନା ଅଛି। ନିଜର ଜୀବନସାଥିଙ୍କ ସହିତ ଭଲ କଥାବାର୍ତ୍ତା ହେବ ବଜାୟୀ ରଖନ୍ତୁ। ପ୍ରେମ ଜୀବନ ପାଇଁ ସମୟ ସଂପୂର୍ଣ୍ଣ ଅନୁକୂଳ ହେବ। ଭ୍ରମଣ ପାଇଁ ସପ୍ତାହଟି ଶୁଭ ହେବ।

ବିଛା: ଏହି ସପ୍ତାହରେ ଆପଣ ମାଧ୍ୟମ ଫଳ ପାଇବେ। ସପ୍ତାହର ଆରମ୍ଭରେ ଅଯଥା ଖର୍ଚ୍ଚଗୁଡିକ ଦ୍ଵାରା ଆପଣ ଅସୁବିଧାରେ ପଡିବେ। ସ୍ୱାସ୍ଥ୍ୟ କିଛିମାତ୍ରାରେ ଦୁର୍ବଳ ରହିବ, ଯାହା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ହେବ। ଉଭୟ ଜିନିଷ ଏକା ସାଙ୍ଗରେ ଚାଲିବ । ଏପରି ପରିସ୍ଥିତିରେ ମଧ୍ୟ ଆପଣ ଚିନ୍ତିତ ହେବେ ନାହିଁ କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି। ଭ୍ରମଣ କରିବା ଠାରୁ ଦୂରେଇ ରହିବା ଉତ୍ତମ ହେବ । ନୃତ୍ୟ ଓ ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପାଇଁ ସପ୍ତାହଟି ଅନୁକୂଳ ଅଟେ। ଆପଣ ନିଜର ସଂପର୍କକୁ ନେଇ ଗର୍ବ ଅନୁଭବ କରିବେ। ବିବାହିତ ଲୋକମାନେ ଗୃହସ୍ଥ ଜୀବନକୁ ବୁଝିବେ ଏବଂ ତାଙ୍କର ଜୀବନସାଥୀଙ୍କୁ ସହଯୋଗ କରିବା ସହିତ ତାଙ୍କର ସ୍ଵତନ୍ତ୍ର ଇଚ୍ଛାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ସାଧାରଣ ହେବା ସ୍ଥଳେ ଚାକିରୀ କରୁଥିବା ଲୋକମାନେ ସେମାନଙ୍କର କାମକୁ ଉପଭୋଗ କରିବେ।

ଧନୁ: ଆୟ ବୃଦ୍ଧି ହେବ। ପାକସ୍ଥଳୀ ଓ ନାଭି ସମ୍ବନ୍ଧିତ ସମସ୍ୟା ଅସୁବିଧାର କାରଣ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ହେବ। ନିଜର କାର୍ଯ୍ୟ ଦକ୍ଷତା ବଳରେ ଆପଣ ଗୋଟିଏ ଭଲ ପଦବୀ ପାଇବେ ଏବଂ କର୍ମକ୍ଷେତ୍ରରେ ମଧ୍ୟ ଗୋଟିଏ ଭଲ ପରିସ୍ଥିତି ଉପୁଜିବ କିନ୍ତୁ ନିଜର ବସଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ ଅନ୍ୟଥା ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ଭଲ ଭାବେ ଚିନ୍ତା କରି ଆପଣଙ୍କୁ ଆଗକୁ ବଢିବାକୁ ହେବ । ଆପଣ କିଛି ବାଧାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନରେ କିଛି ସମସ୍ୟା ଦେଖାଦେବ । ଆପଣ ନିଜ କାମ ପାଇଁ ବହୁତ ସମୟ ଦେବେ ଏବଂ ଜୀବନସାଥୀଙ୍କୁ କମ୍ ସମୟ ଦେବେ । ପ୍ରେମ ଜୀବନରେ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ । ଏହି ସମୟରେ ଅତ୍ୟଧିକ ଯୁକ୍ତିତର୍କ କରିବା କିମ୍ବା ଝଗଡା କରିବା ଦ୍ଵାରା ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦୁଇ ଦିନ ଶୁଭ ହେବ ।

ମକର: ଏହି ସପ୍ତାହରେ ଆପଣ ସାମର୍ଥ୍ୟବାନ ହେବେ। ଚାକିରୀରେ ପଦୋନ୍ନତି ହେବାର ସୁଯୋଗ ଆସିବ ଏବଂ ପଦବୀର ପ୍ରତିଷ୍ଠା ବୃଦ୍ଧି ପାଇବ । ମନରେ ପୂର୍ବ ଭଳି ସମାନ ଭାବେ ଆଧ୍ୟାତ୍ମିକ ଓ ଧାର୍ମିକ ଚିନ୍ତାଧାରା ରହିବ। ଆପଣ କିଛି ଭଲ କାମ ପାଇଁ ପୁରସ୍କୃତ କିମ୍ବା ସମ୍ମାନିତ ହେବାର ସମ୍ଭାବନା ଅଛି। ବ୍ୟବସାୟ ପାଇଁ ଏହା ଶୁଭ ସମୟ ଅଟେ କିନ୍ତୁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାମକୁ ଆଗକୁ ଆଗେଇ ନିଅନ୍ତୁ । ଆପଣ ଅନ୍ୟମାନଙ୍କ କାମରେ ଅଯଥା ଭାବେ ମୁଣ୍ଡ ଖେଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ। ତେଣୁ ସତର୍କ ରୁହନ୍ତୁ । ଆପଣ ରକ୍ତ କିମ୍ବା ସଂକ୍ରାମକ ରୋଗ ଦ୍ଵାରା ଅସୁବିଧାରେ ପଡିବାର ସମ୍ଭାବନା ଅଛି । ବୈବାହିକ ଜୀବନ ପାଇଁ ଏହି ସପ୍ତାହ ଶୁଭ ହେବ।

କୁମ୍ଭ: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ । ସପ୍ତାହର ଆରମ୍ଭରେ କିଛି ଆର୍ଥିକ ସମସ୍ୟା ଦେଖାଦେଇପାରେ, ଯେଉଁ କାରଣରୁ ଆପଣ ସାମାନ୍ୟ ଚିନ୍ତିତ ରହିବେ। କିନ୍ତୁ ଏହି ଅବସ୍ଥା ଖୁବ ଶୀଘ୍ର ସମାଧାନ ମଧ୍ୟ ହୋଇଯିବ, ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ ଏବଂ ଭଲ ଜିନିଷ ଖାଆନ୍ତୁ। ଯଦି ଭ୍ରମଣରେ ଯିବାକୁ ଚାହାନ୍ତି, ତେବେ ସପ୍ତାହର ମଧ୍ୟ ଭାଗ ସମୟ ଅନୁକୂଳ ହେବ। ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ପ୍ରତି ବହୁତ ସଜାଗ ରହିବେ ଏବଂ କଠିନ ପରିଶ୍ରମ କରିବେ। ହେଲେ ମଧ୍ୟ ଆପଣଙ୍କର ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ଅଛି। ଚାକିରୀ କରୁଥିବା ଲୋକମାନଙ୍କ ପାଇଁ ଏହି ସପ୍ତାହ ମାଧ୍ୟମ ହେବ ।

ମୀନ: ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ସପ୍ତାହର ଆରମ୍ଭରେ ଆପଣ ନିଜର ଦୁର୍ବଳତାଗୁଡିକୁ ସୁଧାରିବା ପାଇଁ ଚେଷ୍ଟା କରିବେ। ଏହା ସହିତ ଆପଣ ନିଜ ଭିତରେ ଏକ ନୂତନ ପରିବର୍ତ୍ତନକୁ ଅନୁଭବ କରିବେ ଏବଂ ସପ୍ତାହର ମଧ୍ୟ ଭାଗରେ ଆପଣ ବଳବାନ ବୋଲି ଅନୁଭବ କରିବେ। ଆପଣଙ୍କ ବ୍ୟବସାୟ ଭଲ ଚାଲିବ। ଲୋକମାନେ ଆପଣଙ୍କର ଚର୍ଚ୍ଚା କରିବେ। ଏହା ଦ୍ଵାରା ଆପଣ ବହୁତ ଆନନ୍ଦିତ ହେବେ ଏବଂ ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ଯଦି ଆପଣ କାମ କରନ୍ତି ତେବେ ଆପଣ ନିଜ କାମକୁ ସଂପୂର୍ଣ୍ଣ ଧ୍ୟାନ ସହକାରେ କରିବେ। ଯାହା ଦ୍ଵାରା ଆପଣ ଭଲ ଲୋକମାନଙ୍କ ମଧ୍ୟରେ ଗଣାଯିବେ। ପ୍ରେମ ଜୀବନ ସାଧାରଣ ଭାବେ ଅତିବାହିତ ହେବ । ବିବାହତି ଲୋକମାନଙ୍କର ଗୃହସ୍ଥ ଜୀବନ ଆନନ୍ଦମୟ ହେବ । ଭ୍ରମଣ ପାଇଁ ସପ୍ତାହର ମଧ୍ୟଭାଗ ଶୁଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.