ETV Bharat / bharat

5 ଅଗଷ୍ଟକୁ ମାନୁନାହାଁନ୍ତି ଉମର ଅବଦୁଲ୍ଲା; କହିଲେ, ଦୋହଲିଛି ବିଶ୍ବାସ

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, ସର୍ବପ୍ରଥମେ ବିଶ୍ବସର ପୁନଃସ୍ଥାପନ ହେବା ଆବଶ୍ୟକ । 5 ଅଗଷ୍ଟକୁ ମାନୁନଥିବା କହିଛନ୍ତି ଉମର । ଅଧିକ ପଢନ୍ତୁ...

5 ଅଗଷ୍ଟକୁ ମାନୁନାହାଁନ୍ତି ଉମର ଅବଦୁଲ୍ଲା; କହିଲେ, ବିଶ୍ବାସ ଦୋହଲିଛି

author img

By

Published : Jun 24, 2021, 9:55 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଉପରେ ଘାଟିର ନେତାଙ୍କ ସହ ହୋଇଛି ମୋଦିଙ୍କ ମହାମନ୍ଥନ । ସାଢେ 3 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ପୂର୍ଣ୍ଣ ରାଜ୍ୟପାହ୍ୟା ଦାବି ସହ ବିଧାନସଭା ନିର୍ବାଚନକୁ ନେଇ ବୈଠକରେ ହୋଇଛି ଆଲୋଚନା ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, ସର୍ବପ୍ରଥମେ ବିଶ୍ବସର ପୁନଃସ୍ଥାପନ ହେବା ଆବଶ୍ୟକ । 5 ଅଗଷ୍ଟକୁ ମାନୁନଥିବା କହିଛନ୍ତି ଉମର । ଆଉ ଏହାକୁ ଆଇନଗତ ହିସାବରେ ଲଢିବୁ ବୋଲି ସେ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, 5 ଅଗଷ୍ଟ 1019ରେ ଯାହା କିଛି ବି ହୋଇଥିଲା, ତାହାକୁ ଆମେ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ । ହେଲେ ଆମେ ଆଇନ ଉଲ୍ଲଙ୍ଘନ କରିବୁ ନାହିଁ । ଆମେ ଏହାକୁ ଆଇନଗତ ହିସାବରେ ଲଢିବ ।

ଆମେ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବାକୁ ପ୍ରୟାସ କରିଛୁ ଯେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିଶ୍ବାସ ଦୋହଲିଯାଇଛି । କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଲୋକଙ୍କୁ ପସନ୍ଦ ନୁହେଁ । ସେମାନେ ପୂର୍ଣ୍ଣ ରାଜ୍ୟ ପାହ୍ୟା ଚାହୁଁଥିବା ଦାବି କହିଛନ୍ତି ଅବଦୁଲ୍ଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.