ETV Bharat / bharat

Goa Assembly Poll Result: ଟ୍ରେଣ୍ଡ ଉପରେ ନଜର ରଖିଛୁ କହିଲା କଂଗ୍ରେସ

ଗୋଆରେ ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଟ୍ରେଣ୍ଡିଂ ଜାରି କରିଛନ୍ତି ନିର୍ବାଚନ କମିଶନ । ବର୍ତ୍ତମାନ ସୁଦ୍ଧା ୧୮ଟି ଆସନରେ ବିଜେପି ଆଗୁଆ ରହିଛି । ଅଧିକ ପଢ଼ନ୍ତୁ

Goa Assembly Poll Result: ଟ୍ରେଣ୍ଡ ଉପରେ ନଜର ରଖିଛୁ କହିଲା କଂଗ୍ରେସ
Goa Assembly Poll Result: ଟ୍ରେଣ୍ଡ ଉପରେ ନଜର ରଖିଛୁ କହିଲା କଂଗ୍ରେସ
author img

By

Published : Mar 10, 2022, 10:59 AM IST

ପାନାଜୀ: ଗୋଆରେ ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଟ୍ରେଣ୍ଡିଂ ଜାରି କରିଛନ୍ତି ନିର୍ବାଚନ କମିଶନ । ବର୍ତ୍ତମାନ ସୁଦ୍ଧା ୧୮ଟି ଆସନରେ ବିଜେପି ଆଗୁଆ ରହିଛି । ସେପଟେ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି । ସେପଟେ ସାଙ୍କଲିନ୍‌ ଆସନରେ ୭୫୦ଟି ଭୋଟରେ ପଛରେ ପଡ଼ିଛନ୍ତି ପ୍ରମୋଦ ଶାୱନ୍ତ ।

ସରକାର ଗଢ଼ିବାକୁ ୨୧ଟି ଆସନରେ ବିଜୟୀ ହେବା ଆବଶ୍ୟକ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋଆ କଂଗ୍ରେସ ସଭାପତି ଗିରିଶ ଚୋଡନକର । ସେ କହିଛନ୍ତି ଯେ, "ଗୋଆର ଲୋକେ ପରିବର୍ତ୍ତନ ଆଶା କରିଛନ୍ତି । ବର୍ତ୍ତମାନ ଆମେ କେବଳ ଟ୍ରେଣ୍ଡ ଉପରେ ନଜର ରଖିଛୁ ।"

ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ପ୍ରଥମ ରାଉଣ୍ଡରୁ ହିଁ ପ୍ରମୋଦ ସାୱନ୍ତ ପଛରେ ରହିଛନ୍ତି । ୨୦୧୭ରେ ଏହି ଆସନରୁ ବିପୁଳ ବିଜୟ ହାସଲ କରିଥିଲେ ପ୍ରମୋଦ ଶାୱନ୍ତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.