ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ; ବିଜେପି ପ୍ରାର୍ଥୀ ଆନନ୍ଦମେ ବର୍ମନଙ୍କୁ କୋରୋନା

author img

By

Published : Apr 12, 2021, 9:23 AM IST

ମାଟିଗର- ନକ୍ସଲବାରି ବିଧାନସଭା ନିର୍ବାଚନମଣ୍ଡଳୀ ଦାରଜିଲଙ୍ଗ ଜିଲ୍ଲାର ବିଜେପି ପ୍ରାର୍ଥୀ ଆନନ୍ଦମେ ବର୍ମନ କୋରୋନାରେ ସଂକ୍ରମଣ ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

ବଜେପି ପାର୍ଥୀ ଆନନ୍ଦମେ ବରମନଙ୍କୁ କୋରୋନା
ବଜେପି ପାର୍ଥୀ ଆନନ୍ଦମେ ବରମନଙ୍କୁ କୋରୋନା

କୋଲକାତା: ମାଟିଗର- ନକ୍ସଲବାରି ବିଧାନସଭା ନିର୍ବାଚନମଣ୍ଡଳୀ ଦାରଜିଲଙ୍ଗ ଜିଲ୍ଲାର ବିଜେପି ପ୍ରାର୍ଥୀ ଆନନ୍ଦମେ ବର୍ମନ କୋରୋନାରେ ସଂକ୍ରମଣ ହୋଇଛନ୍ତି । ସେ ନିଜକୁ ହୋମ ଆଇସୋଲେସନରେ ରଖିବା ସହିତ ପ୍ରତିଶେଧକ ଗ୍ରହଣ କରିଛନ୍ତି ।

ବରମନ କୋରୋନାରେ ସଂକ୍ରମିତ ହେବା ପରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ପରଭିନ ଅଗ୍ରୱାଲ ଓ ଦଳ ସର୍ମଥକଙ୍କ ସହିତ ନିର୍ବାଚନ ପ୍ରଚାର ଭାର ସମ୍ଭାଳିଛନ୍ତି । ମାଟିଗର ନସ୍କଲବାରି ବିଧାନସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ17 ଅନୁଷ୍ଠିତ ହେବ । ଏହି ପାର୍ଯ୍ୟାୟରେ 45ଟି ଆସନ ପାଇଁ ଭୋଗ ଗ୍ରହଣ ହେବ ।

ଏହା ପରେ 43ଟି ଆସନ ପାଇଁ ଏପ୍ରିଲ 22ରେ ଷଷ୍ଠ ପର୍ଯ୍ୟାୟ, ଏପ୍ରିଲ 26 ରେ 35ଟି ଆସନରେ ସପ୍ତମ ପର୍ଯ୍ୟାୟ, ଏପ୍ରିଲ 29ରେ 35ଟି ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ମେ 2ରେ ଭୋଟ ଗଣତି ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.