ETV Bharat / bharat

ସୁଇମିଂରେ କନେଷ୍ଟବଳଙ୍କ କମାଲ - ଆନ୍ଧ୍ରପ୍ରଦେଶ ଖବର

ସୁଇମିଂରେ କନେଷ୍ଟବଳଙ୍କ କମାଲ । ମାଉଣ୍ଟେନ ଏଭରେଷ୍ଟ ଅଫ ସୁଇମିଂରେ (swimming in English channels) 15 ଘଣ୍ଟା 18 ମିନିଟରେ ପହଁରି ରେକର୍ଡ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟୱାଡାର କନଷ୍ଟେବଳ ତୁଲସୀ ଚୈତନ୍ୟ । ଅଧିକ ପଢନ୍ତୁ

ସୁଇମିଂରେ କନେଷ୍ଟବଳଙ୍କ କମାଲ
ସୁଇମିଂରେ କନେଷ୍ଟବଳଙ୍କ କମାଲ
author img

By

Published : Jul 31, 2022, 12:23 PM IST

ଅମରାବତୀ: ସୁଇମିଂରେ କନେଷ୍ଟବଳଙ୍କ କମାଲ । ମାଉଣ୍ଟେନ ଏଭରେଷ୍ଟ ଅଫ ସୁଇମିଂରେ (swimming in English channels) 15 ଘଣ୍ଟା 18 ମିନିଟରେ ପହଁରି ରେକର୍ଡ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟୱାଡାର କନଷ୍ଟେବଳ ତୁଲସୀ ଚୈତନ୍ୟ । ଇଂଲଣ୍ଡର ଡୋଭର ଉପକୂଳରୁ ଫ୍ରାନ୍ସର କାଲାଇସ୍ ଉପକୂଳ ପର୍ଯ୍ୟନ୍ତ ଏହି ସୁଇମିଂ କରିଛନ୍ତି ।

ଜୁଲାଇ 27ରେ 33.79 କିଲୋମିଟର ପହଁରିବାର ଲକ୍ଷ୍ୟ ପୂରଣ କରିଥିଲେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପାଲ୍କ ଷ୍ଟ୍ରେଟ୍, ତରିଫା ଏବଂ ମେହେରା ମଧ୍ୟରେ ଜେବ୍ରା ଷ୍ଟ୍ରେଟ୍ ଏବଂ ଜର୍ମାନୀ ଏବଂ ସ୍ବିଜରଲ୍ୟାଣ୍ଡ ମଧ୍ୟରେ ବୋଡେନ୍ସି ଷ୍ଟ୍ରେଟ୍ ସନ୍ତରଣ ପାଇଁ ତୁଲସୀ ଚୈତନ୍ୟ ରେକର୍ଡ ରଖିଛନ୍ତି । ସଫଳତା ପରେ ତୁଲସୀ ଚୈତନ୍ୟ କହିଛନ୍ତି ଯେ, ସେ ଇଂଲଣ୍ଡ ଉପକୂଳରେ ଆଉ ଦୁଇଟି ଷ୍ଟ୍ରାଇଟ୍ ପହଁରିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଉଣ୍ଟେନ ଏଭରେଷ୍ଟ ଅଫ ସୁଇମିଂରେ ପହଁରିବାରେ ପ୍ରଥମ ତେଲୁଗୁ ସନ୍ତରଣକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.