ETV Bharat / bharat

ଆଜି ଦାୟିତ୍ବ ନେବେ ନୂଆ ନୌସେନା ମୁଖ୍ୟ Vice Admiral R Hari Kumar - Vice Admiral Hari Kumar

ଉପମୁଖ୍ୟ R Hari Kumar ହେବେ ନୂଆ ନୌସେନା ମୁଖ୍ୟ ( new Navy Chief ) । ଆଜି (ମଙ୍ଗଳବାର) ନେବେ ଦାୟିତ୍ବ ।

Vice Admiral R.Hari Kumar ହେବେ ନୂଆ ନୌସେନା ମୁଖ୍ୟ

author img

By

Published : Nov 29, 2021, 11:00 PM IST

Updated : Nov 30, 2021, 9:12 AM IST

ନୂଆଦିଲ୍ଲୀ: ଉପ-ମୁଖ୍ୟ R Hari Kumar ହେବେ ନୂଆ ନୌସେନା ମୁଖ୍ୟ ( new Navy Chief ) । ସେ ଆଜି (ମଙ୍ଗଳବାର) ନୌସେନାର ଏହି ସର୍ବୋଚ୍ଚ ପଦରେ ଦାୟିତ୍ବ ନେବେ । ଆଡମିରାଲ କେ.ବି ସିଂଙ୍କ ଠାରୁ ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ । ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟାଳୟର ଥିଏଟର କମାଣ୍ଡ ଢାଞ୍ଚାରେ R Hari Kumar ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

1962 ମସିହା 12 ଏପ୍ରିଲରେ ଜନ୍ମଗ୍ରହଣ କରିଥିବା ଉପ-ମୁଖ୍ୟ R Hari Kumar 1983 ମସିହାରେ ଜାନୁଆରୀ ପହିଲାରେ ଭାରତୀୟ ନୌସେନାର କାର୍ଯ୍ୟନିର୍ବାହୀ ଶାଖାରେ ନିଯୁକ୍ତି ପାଇଥିଲା। ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବାର ପ୍ରାୟ 39 ବର୍ଷ ମଧ୍ୟରେ, ସେ ବିଭିନ୍ନ କମାଣ୍ଡରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ ।

R Hari Kumarଙ୍କ କମାଣ୍ଡରେ INS ନିଶଙ୍କ, INS କୋରା ଏବଂ ଗାଇଡ୍ ମିସାଇଲ୍ ବିନାଶକାରୀ INS ରଣବୀର ପ୍ରମୁଖ ଅନେକ ଗୁରୁତ୍ବପୂର୍ଣ୍ଣ ମିଶନରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ୱେଷ୍ଟର୍ଣ୍ଣ ଫ୍ଲାଇଟର ଫ୍ଲାଇଟ୍ ଅପରେସନ୍ ଅଫିସର ଭାବରେ କାର୍ଯ୍ୟ କରିଥିଲେ ।

@ANI

Last Updated : Nov 30, 2021, 9:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.