ETV Bharat / bharat

UP 6th phase voting: ଅପରାହ୍ନ ୩ଟା ସୁଦ୍ଧା 46.70% ମତଦାନ - ଉତ୍ତର ପ୍ରଦେଶ ରାଜନୀତି

ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ଅପରାହ୍ନ ୩ ଟା ସୁଦ୍ଧା 46.70% ମତଦାନ । ଆଗରେ ଆମ୍ବେଦକର ନଗର । ଅଧିକ ପଢନ୍ତୁ

UP 6th phase voting: ଅପରାହ୍ନ ୩ଟା ସୁଦ୍ଧା 46.70% ପ୍ରତିଶତ ମତଦାନ

author img

By

Published : Mar 3, 2022, 4:54 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା 46.70% ମତଦାନ ରେକର୍ଡ ହୋଇଛି । ତେବେ କ୍ଷେତ୍ରଓ୍ବାରୀ ପ୍ରତିଶତକୁ ହିସାବକୁ ନେଲେ ଆମ୍ବେଦକର ନଗର ସବୁଠୁ ଆଗରେ ଥିବାବେଳେ ସର୍ବନିମ୍ନ ଭୋଟିଂ ପ୍ରତିଶତ ସହ ବଳରାମପୁର ସବୁଠୁ ପଛରେ ରହିଛି ।

  • उत्तर प्रदेश विधानसभा सामान्य निर्वाचन 2022

    छठे चरण के अंतर्गत 10 जनपदों में अपराह्न 03 बजे तक कुल औसतन मतदान 46.70% रहा।#ECI#AssemblyElections2022#GoVote#GoVoteUP_Phase6 pic.twitter.com/5Mim0qxkYD

    — CEO UP #DeshKaMahaTyohar (@ceoup) March 3, 2022 " class="align-text-top noRightClick twitterSection" data=" ">

ଷଷ୍ଠ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୮.୬୯ ପ୍ରତିଶତ ମତଦାନ ହୋଇଥିବାବେଳେ ୧୧ଟା ସୁଦ୍ଧା ୨୧.୭୯ ପ୍ରତିଶତ ମତଦାନ ହୋଇଥିଲା । ଅପରାହ୍ନ ୩ଟା ସୁଦ୍ଧା 46.70% ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ଆଜି ୫୭ଟି ଆସନ ପାଇଁ ୬୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨.୧୪ କୋଟି ଭୋଟର । ଗୋରଖପୁର ଅର୍ବାନ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସନ୍ଧ୍ୟା ୬ରେ ଭୋଟିଂ ପ୍ରକ୍ରିୟା ଶେଷ ହେବ । କୌଣସି ପ୍ରକାର ଅବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.