ETV Bharat / bharat

ଏଟାଓ୍ବା ସଡକ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି, 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା - ସଡକ ଦୁର୍ଘଟଣା

ଏଟାଓ୍ବାରେ ସଡକ ଦୁର୍ଘଟଣାରେ 12 ମୃତ । 2 ଲକ୍ଷ ସହାୟତା ଘୋଷଣା କଲେ ଯୋଗୀ ସରକାର । ଅଧିକ ପଢନ୍ତୁ...

UP: 12 killed, 43 injured in Etawah truck accident, CM Adityanath announces financial assistance
ଏଟାଓ୍ବାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି, 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
author img

By

Published : Apr 11, 2021, 9:44 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏଟାଓ୍ବା ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ପାଇଛି । ଏହାସହ 43 ଜଣ ଆହତ ହୋଇଛନ୍ତି । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇବା ସବ ମୃତକଙ୍କ ପାଇଁ 2 ଲକ୍ଷ ଟଙ୍କାର ସହାୟତା ପାଶି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଶନିବାର ଦିନ ଆଗ୍ରାର ବିରେନ୍ଦ୍ର ତାଙ୍କ ପୁଅର ଜନ୍ମଦିନ ପାଇଁ ପୂଜା କରିବା ପାଇଁ କାଲକା ଦେବୀ ମନ୍ଦିରକୁ ଯାଇଥିଲେ । ଯେଉଁ ଗାଡିରେ 60ରୁ 70 ଲୋକ ଥିଲେ । ଗାଡିଟି ଚକ୍ରନଗର ରାସ୍ତାରେ ପହଞ୍ଚିଲା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗାତକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳ ଏକାଧିକ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.