ETV Bharat / bharat

ହାଇଦ୍ରାବାଦ ଅନଲକ: ସକାଳ 7ଟାରୁ ରାତି 9ଟା ଯାଏଁ ମିଳିବ ମେଟ୍ରୋସେବା

author img

By

Published : Jun 20, 2021, 8:00 AM IST

ଆସନ୍ତାକାଲି(ସୋମବାର)ଠାରୁ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ହାଇଦ୍ରାବାଦରେ ମେଟ୍ରୋସେବା ମିଳିବ । ଅଧିକ ପଢନ୍ତୁ...

ଅନଲକ: ହାଇଦ୍ରାବାରେ ଜୁନ୍ 21ରୁ ସକାଳ 7ରୁ 9ଟା ପର୍ଯ୍ୟନ୍ତ ଜାରି ରହିବ ମେଟ୍ରୋସେବା ସେବା

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ଅନଲକ ଆରମ୍ଭ । ରାଜ୍ୟରୁ ଲକଡାଉନକୁ ସମ୍ପୂର୍ଣ୍ଣ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତାକାଲିଠୁ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ହାଇଦ୍ରାବାଦରେ ମେଟ୍ରୋସେବା କାର୍ଯ୍ୟ କରିବ । କୋରୋନା ନିୟମ ଅନୁଯାୟୀ ମେଟ୍ରୋସେବା କାର୍ଯ୍ୟ କରିବ । ରାତି ପ୍ରାୟ 10 ଟା ପର୍ଯ୍ୟନ୍ତ ସମସ୍ତ ଟର୍ମିନାଲ୍ ଷ୍ଟେସନରେ ପହଞ୍ଚିବ। ତେବେ ଯାତ୍ରା ସମୟରେ ଯାତ୍ରୀ ମାନେ ଫେସ୍ ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଶନିବାର ରାଜ୍ୟରେ ଲକଡାଉମକୁ ନେଇ କ୍ୟାବିନେଟ ବୈଠକ ଡକାଯାଇଥିଲା । ଏହା ପରେ ତେଲେଙ୍ଗାନାରୁ ସମ୍ପୂର୍ଣ୍ଣ ରୂପେ ଲକଡାଉନ ଦେବାକୁ ଘୋଷଣା କରାଯାଇଥିଲା । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସ୍ବାସ୍ଥ୍ୟ ବିଭାଗ ଏକ ରିପୋର୍ଟ ଦାଖଲ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.