ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ସାଧାରଣ ନାଗରିକ ଆହତ - Two non-locals injured militant attack in Srinagar

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଅଣ ସ୍ଥାନୀୟ ଲୋକ ଆହତ । ଶ୍ରୀନଗର ନାୱଗାମ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ଅଣ ସ୍ଥାନୀୟ ଲୋକ ଆହତ

author img

By

Published : Apr 22, 2022, 9:13 PM IST

ଶ୍ରୀନଗର: ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଅଣ ସ୍ଥାନୀୟ ଲୋକ ଆହତ । ଶ୍ରୀନଗର ନାଓଗାଁ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଶ୍ରୀନଗର ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରୀୟ କାଶ୍ମୀର ନାଓଗାଁ ଅଞ୍ଚଳରେ ଆତଙ୍କୀମାନେ ଏହି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଛନ୍ତି ।

ଆଜି ସଂଧ୍ୟାରେ ଏହି ଅଣ ସ୍ଥାନୀୟ ଲୋକଙ୍କ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଶ୍ରୀନଗର ଜିଲ୍ଲାର ବୁଡଗାମ ଓ ପୁଲୱାମା ସୀମାରେ ଆତଙ୍କବାଦୀମାନେ ଏହି ଦୁଇ ଜଣଙ୍କ ଉପରେ ଗୁଳିମାଡ କରିଥିଲେ । ତେବେ ଏହି ଦୁଇ ଜଣଙ୍କୁ ଏସଏମଏଚଏସ ହସ୍ପିଟାଲକୁ ଚିକିତ୍ସ ପାଇଁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ସମ୍ପୃକ୍ତ ଅଞ୍ଚଳକୁ ଆକ୍ରମଣକାରୀଙ୍କୁ ଧରିବା ପାଇଁ କର୍ଡନ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.