ETV Bharat / bharat

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ କୋରୋନା

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କୋରୋନା ପଜେଟିଭ । ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବିପ୍ଲବ କୁମାର ଦେବ କୋରୋନା
ବିପ୍ଲବ କୁମାର ଦେବ କୋରୋନା
author img

By

Published : Apr 7, 2021, 1:05 PM IST

ଅଗରତାଲା: କୋରୋନାରେ ଆକ୍ରାନ୍ତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏନେଇ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସେ ନିଜକୁ ଅଲଗା ରଖିଛନ୍ତି । ଏହାସହ ସେ ଅନ୍ୟମାନଙ୍କୁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେବା ସହ ନିଜ ସମ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ତ୍ରିପୁରାରେ କୋଭିଡ୍ ମାମଲା ହ୍ରାସ ପାଇଥିଲା । ତେବେ ଚଳିତବର୍ଷ ମାର୍ଚ୍ଚ ଅଧାରୁ ପୁଣି ସଂକ୍ରମଣ ବୃଦ୍ଧି ପାଇଥିବା ଦେଖାଯାଇଛି। ସରକାରୀ ରେକର୍ଡ ଅନୁଯାୟୀ, ଗତବର୍ଷ ତ୍ରିପୁରାରେ କୋରୋନା ଯୋଗୁଁ 388 ଜଣଙ୍କର ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.