ETV Bharat / bharat

Uttarakhand Poll: CM ଧାମିଙ୍କ ସମେତ ପଛୁଆ VIP ନେତା - ଉତ୍ତରାଖଣ୍ଡରେ ପଛୁଆ ପ୍ରାର୍ଥୀଙ୍କ ତାଲିକା

ଉତ୍ତରାଖଣ୍ଡ ବିଧାନସଭା ପାଇଁ ଚାଲିଛି ଭୋଟ ଗଣତି । ଆଜି ପ୍ରାର୍ଥୀଙ୍କ ଭାଗ୍ୟର ହେବ ଫଇସାଲା । ତେବେ ଆସନ୍ତୁ ଜାଣିବା ବିଜୟ ଦୌଡ଼ରେ କିଏ ରହିଛି ପଛରେ ? ଅଧିକ ପଢନ୍ତୁ

Uttarakahnd Poll: CM ଧାମିଙ୍କ ସମେତ ପଛୁଆ VIP ନେତା

author img

By

Published : Mar 10, 2022, 1:25 PM IST

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଜାରି ରହିଛି ଭୋଟ ଗଣତି । ଏବେ ଅନ୍ୟ ରାଜ୍ୟର ବିଧାନସଭା ଆସନର ଗୋଟିଏ ପରେ ଗୋଟିଏ ଫଳାଫଳ ଆସିବାରେ ଲାଗିଛି । ଏବେ ରାଜ୍ୟରେ ବିଜେପି ଆଗୁଆ ରହିଥିବା ବେଳେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖାତିମା ଆସନରୁ ପଛରେ ରହିଛନ୍ତି । ବଡ଼ ବଡ଼ ନେତା ଭିଆଇପି ନେତାମାନଙ୍କ ମଧ୍ୟରେ ଲାଲକୁଆଁରୁ ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ପଛରେ ରହିଛନ୍ତି ।

ପଛୁଆ VIP ନେତା
ପଛୁଆ VIP ନେତା
ପଛୁଆ VIP ନେତା
ପଛୁଆ VIP ନେତା

ଯଦି କଂଗ୍ରେସ ସମ୍ପର୍କରେ ଆଲୋଚନା କରିବା ତେବେ ବାଜପୁରର ଯଶପାଲ ଆର୍ଯ୍ୟ, ନୈନିତାଲର ସଞ୍ଜୀବ ଆର୍ଯ୍ୟ, ହଲଦ୍ବାନୀରୁ ସୁମିତ ହୃଦୟେଶ, ଲୈନ୍ସଡାଉନରୁ ଅନୁକୃତି ଗୋସାଇ ପଛୁଆ ରହିଛନ୍ତି । ଲଗାତାର ଆସୁଥିବା ଫଳାଫଳରୁ ବଢିବାରେ ଲାଗିଛି ବଡ଼ ବଡ଼ ନେତାଙ୍କ ହାର୍ଟବିଟ୍‌ ।

ପଛୁଆ VIP ନେତା
ପଛୁଆ VIP ନେତା

ସେପଟେ ଶ୍ରୀନଗରରୁ ଧନ ସିଂହ ରାୱତ ପଛରେ ଥିବା ବେଳେ ରାମଶରଣ ନୌଟିୟାଲ, ନୈନିତାଲରୁ ସଞ୍ଜୀବ ଆର୍ଯ୍ୟ, ନରେନ୍ଦ୍ରନଗର ସେ ସୁବୋଧ ଉନିଆଲ ଓ ହଲଦ୍ବାନୀରୁ ହୃଦଦେଶ ପଛରେ ରହିଛନ୍ତି । କୋଟଦ୍ବାର ଆସନରୁ କଂଗ୍ରେସ ପଛରେ ରହିଛି । ଏଠାରେ କଂଗ୍ରେସର ସୁରେନ୍ଦ୍ର ସିଂ ନେଗି ପଛରେ ରହିଛନ୍ତି ।

ପଛୁଆ VIP ନେତା
ପଛୁଆ VIP ନେତା

କେଦାରନାଥ ଓ ବଦ୍ରିନାଥ ଆସନରୁ ମଧ୍ୟ କଂଗ୍ରେସ ପଛରେ ରହିଛି । ହରିଦ୍ବାର ଓ ଋଷିକେଶରେ କଂଗ୍ରେସ ଲଗାତାର ପଛରେ ରହିଆସିଛି । ହରିଦ୍ବାର ଗ୍ରାମୀଣରୁ ସ୍ବାମୀ ଯତିଶ୍ବରାନନ୍ଦ ମଧ୍ୟ ପଛରେ ରହିଛନ୍ତି । ଦେବପ୍ରୟାଗରୁ ବିଜେପିର ବିନୋଦ କଣ୍ଡାରୀ ପଛରେ ରହିଛନ୍ତି । ବିଜେପି ଓ କଂଗ୍ରେସ ଯଥାକ୍ରମେ ୪୦ ଓ ୨୫ ସିଟରେ ଆଗୁଆ ରହିଛି ।

ପଛୁଆ VIP ନେତା
ପଛୁଆ VIP ନେତା

ରୁଦ୍ରପୁର ଆସନରୁ ପରିଚିତ ନେତା ରାଜକୁମାର ଠୁକରାଲଙ୍କ ହୋଇଥିବା ବେଳେ ଏଠାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେ ମଧ୍ୟ ପଛରେ ରହିଛନ୍ତି । ଏଯାବତ ଭୋଟ ଗଣତିର ଫଳାଫଳ ଅନୁସାରେ କଂଗ୍ରେସର ବଡ଼ ନେତା ତଥା VIP ପଛରେ ରହିଛନ୍ତି ।

ଯମକେଶ୍ବର, ବିକାସନଗର, ଥରାଲି, ସିତାଗଞ୍ଜ, ଡେରାଡୁନ ଓ ଚୌବଟ୍ଟାଖାଲ ଭିମତାଲ, ଆଲମୌଡ଼ାର କଂଗ୍ରେସ ପ୍ରାର୍ଥୀ ପଛରେ ରହିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଭଗବାନପୁର, ରାଣୀପୁର, ଚକରାତାରେ ପଛୁଆ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.