ETV Bharat / bharat

ତାଜମହଲରେ ନମାଜ ପାଠ କରି 4 ପର୍ଯ୍ୟଟକ ଗିରଫ

ତାଜମହଲ ପରିସରରେ ନମାଜ ପାଠ କରି 4 ପର୍ଯ୍ୟଟକ ଗିରଫ । ସମସ୍ତ ପର୍ଯ୍ୟଟକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

author img

By

Published : May 27, 2022, 7:55 AM IST

tourists arrested for offering at taj mahal premises
ତାଜମହଲରେ ନମାନ ପାଠ କରି 4 ପର୍ଯ୍ୟଟକ ଗିରଫ

ଲକ୍ଷ୍ନୌ: ତାଜମହଲ ପରିସରରେ ନମାଜ ପାଠ କରି 4 ପର୍ଯ୍ୟଟକ ଗିରଫ (Tourists arrested for offering at Taj mahal )। ସମସ୍ତ ପର୍ଯ୍ୟଟକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଶୁକ୍ରବାର ଦିନ ବନ୍ଦ ରହିଥାଏ । ତେଣୁ କେବଳ ସେହି ଅଞ୍ଚଳରେ ରହୁଥିବା ମୁସଲମାନ ସମ୍ପ୍ରଦାୟମାନେ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରି ପାରିବେ । ଗୁରୁବାର ଦିନ ନମାଜ ପାଠ କରିବାକୁ ଏଏସଆଇ ଅଧିନିୟମ ଅନୁମତି ନ ଥିବାରୁ ପର୍ଯ୍ୟଟକଙ୍କୁ ଗିରଫ କରାଯାଇଥିଲା । ଜଣେ ଏଏସଆଇ ଅଧିକାରୀ କହିଛନ୍ତି ଯେ, ସମସ୍ତ ପର୍ଯ୍ୟଟକଙ୍କୁ ପୋଲିସ ହସ୍ତାନ୍ତର କରାଯାଇଛି । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଜମହଲ ପରିସରରେ ଧାର୍ମିକ କାର୍ଯ୍ୟକ୍ରମ ଅନୁମତିପ୍ରାପ୍ତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.