ETV Bharat / bharat

ଆଜି ସୁଦ୍ଧା ଦେଶରେ ସରିଛି 21,68,58,774 କୋରୋନା ସାମ୍ପଲ ଟେଷ୍ଟ: ICMR

ବେଲଗାମ କୋରୋନା ସଂକ୍ରମଣ ଉପରେ ଲଗାମ ଲଗେଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅହରହ ଚାଲିଛି କୋରୋନା ଟେଷ୍ଟ। ଅଧିକ ପଢନ୍ତୁ...

author img

By

Published : Mar 1, 2021, 1:19 PM IST

ଫେବୃଆରୀ 28 ସୁଦ୍ଧା ଦେଶରେ ସରିଛି 21,68,58,774 କୋରୋନା ସାମ୍ପଲ ଟେଷ୍ଟ: ICMR

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାମାରୀ ସମୟରେ ଗୁରୁ ଦାୟିତ୍ବ ବହନ କରୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ମଧ୍ୟ ଜାରି ରହିଛି ସଂକ୍ରମଣ କମ କରିବାର ପ୍ରୟାସ । ଯାହାକୁ ନେଇ ଦୈନିକ 10 ହାଜର ଭିତରେ ହେଉଛି କୋରୋନା ଟେଷ୍ଟ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 6 ଲକ୍ଷ 27 ହଜାର 668ଟି କୋରୋନା ସାମ୍ପଲ ଦେଶର ବିଭିନ୍ନ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ 21 କୋଟି 68 ଲକ୍ଷ 58 ହଜାର 774ଟି ସାମ୍ପଲ ଟେଷ୍ଟ କରାଯାଇଛି।

ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 10 ଲକ୍ଷ 96 ହଜାର 731ରେ ପହଞ୍ଚିଛି। ସେହିପରି ମୋଟ 1 ଲକ୍ଷ 57 ହଜାର 157ରେ ପହଞ୍ଚିଛି । ଅନ୍ୟପଟେ 1 କୋଟି 07 ଲକ୍ଷ 86 ହଜାର 457 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ମୋଟ 1 ଲକ୍ଷ 68 ହଜାର 627 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.