ETV Bharat / bharat

ଡିସେମ୍ବର 9 ସୁଦ୍ଧା ଦେଶରେ ସରିଛି 15 କୋଟିରୁ ଊର୍ଦ୍ଧ୍ବ କୋରୋନା ଟେଷ୍ଟ:ICMR

ଦେଶରେ ଅହରହ ଚାଲୁଥିବା କୋରୋନା ସାମ୍ପଲ ଟେଷ୍ଟ କାରଣରୁ କମିଛି କୋରୋନା ସଂକ୍ରମଣ । ଦୈନିକ ହେଉଛି ଲକ୍ଷାଧିକ ଟେଷ୍ଟ । ଅଧିକ ପଢ୍ତୁ...

author img

By

Published : Dec 10, 2020, 11:03 AM IST

ଡିସେମ୍ବର 9 ସୁଦ୍ଧା ଦେଶରେ ସରିଛି 15 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ:ICMR

ନୂଆଦିଲ୍ଲୀ: କୋରୋନା ଟେଷ୍ଟିଂରେ ସର୍ବାଗ୍ରେ ରହିଛି ଭାରତ । ଯେଉଁଠି ଦୈନିକ ଲକ୍ଷାଧିକ ସାମ୍ପଲ ଟେଷ୍ଟ କରାଯାଉଛି। ଆଉ ଏବେ ଏହି ଟେଷ୍ଟ 15 କୋଟିରୁ ଊର୍ଦ୍ଧ୍ବ ପାର କରିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ 9 ଲକ୍ଷ 22 ହଜାର 959ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ମୋଟ 15 କୋଟି 07 ଲକ୍ଷ 59 ହଜାର 726ଟି ଟେଷ୍ଟ ସରିଛି।

ଦେଶରେ ଡିସେମ୍ବର 9 ତାରିଖ ସୁଦ୍ଧା ସଂକ୍ରମଣ ସଂଖ୍ୟା 97 ଲକ୍ଷ 67 ହଜାର 372କୁ ବୃଦ୍ଧି ପାଇଛି। ଯେଉଁଥିରେ ମୋଟ 1 ଲକ୍ଷ 41 ହଜାର 772 ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.