ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 8, 2022, 7:07 PM IST

୧. Felicitation To Thomas Cup Winners: ଥୋମାସ କପ ବିଜୟୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ

ଲୋକସେବା ଭବନରେ ଥୋମାସ କପ୍‌ ବିଜୟୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨. 25 years of Public Service: ଜନସେବାରେ 25 ବର୍ଷ, ନବୀନ ଓ Naveenism

ଭୋଟ ରାଜନୀତିର ଯେଉଁ ମଞ୍ଜି ନବୀନ ବୁଣିଛନ୍ତି ତାହାର କାଟ ଖୋଜିବା ବିରୋଧୀଙ୍କ ପାଇଁ ଅସାଧ୍ୟ ହୋଇଛି।

୩. OAS Reshuffle: ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀସ୍ତରରେ ଅଦଳବଦଳ

ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ(OAS) ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର ।

୪. ଭୁବନେଶ୍ୱର ବିମାନବନ୍ଦରରେ ଅଗ୍ନି ନିରାପତ୍ତା ଯାଞ୍ଚ କଲେ ଅଗ୍ନିଶମ ଡିଜି

ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନ ବନ୍ଦରରର ଅଗ୍ନି ନିରାପତ୍ତା ଯାଞ୍ଚ କଲା ଅଗ୍ନିଶମ ବାହିନୀ ।

୫. ମାଛ ବ୍ୟବସାୟୀ ହତ୍ୟାକାଣ୍ଡ ଘଟଣା: ଶତ୍ରୁତା ଥିଲା ମୁଖ୍ୟ କାରଣ, ୭ ଗିରଫ

ବାଲେଶ୍ଵର ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ । ୧୧ଟି ମୋବାଇଲ, ୪ଟି ବାଇକ ଓ ଛୁରୀ ଜବତ କଲା ପୋଲିସ । ୬. Sidhu Musewala Murder Case: ପୁଣେରୁ ସାର୍ପ ସୁଟର ଗିରଫ

ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଗିରଫ ହେଲା ଜଣେ ସାର୍ପ ସୁଟର ।

୭. Guinness World Record of NHAI: 105 ଘଣ୍ଟାରେ ନିର୍ମାଣ କଲା 75 କି.ମି ରାଜପଥ

ଗିନିଜ ଓ୍ବାର୍ଲ୍ଡ ରେକର୍ଡ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ।

୮. Prophet Remark Row: ନୁପୂରଙ୍କ ସମର୍ଥନ ପରେ ଡଚ ସାଂସଦଙ୍କୁ ହତ୍ୟା ଧମକ, ମୁହଁ ଖୋଲିଲେ କଙ୍ଗନା

ନେଦରଲ୍ୟାଣ୍ଡର ସାଂସଦ ଗିରଟ ଉଇଲ୍ଡର (Geert Wilders)ଙ୍କୁ ମଧ୍ୟ ହତ୍ୟା ଧମକ ।

୯. India Vs SA T-20: ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରି ହେବ ଅଫଲାଇନ ଟିକେଟ

ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରିହେବ ଅଫଲାଇନ ଟିକେଟ । ମହିଳାଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା ।

୧୦. The Signature: ଅନୁପମ ଖେର ଘୋଷଣା କଲେ 525ତମ ଚଳଚ୍ଚିତ୍ରର ନାଁ

ଦ କାଶ୍ମୀର ଫାଇଲ୍ସର ବିରାଟ ସଫଳତା ପରେ ଅନୁପମ ଖେର ତାଙ୍କ କ୍ୟାରିୟରର 525ତମ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.