ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 29, 2022, 5:12 PM IST

୧. Mann Ki Baat: SHG ଗ୍ରୁପକୁ ସମର୍ଥନ କରିବାକୁ ମୋଦିଙ୍କ ଆହ୍ବାନ

ଆଜି (ରବିବାର) 89ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨. PM CARES for Children scheme: ଅସହାୟ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରିଲିଜ କରିବେ ଶିଶୁଙ୍କ ପାଇଁ ପିଏମ କେୟାର ଫଣ୍ଡ । ଲାଭାନ୍ବିତ ହେବେ କୋଭିଡରେ ମାତାପିତା ହରାଇଥିବା ଶିଶୁ ।

୩ . Rajya Sabha Election: 4 ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସୁଲତା ରାଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ଯିବେ ରାଜ୍ୟସଭା ।

୪. Brajarajanagar Bypoll: ୨୭୯ ବୁଥ୍‌ରେ ମତଦାନ, ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ବାଛିବେ ବିଧାୟକ

ବ୍ରଜରାଜନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ୨୭୯ ବୁଥରେ ମତଦାନ କରିବେ ୨ ଲକ୍ଷ ୧୪ ହଜାର ୮୭୮ଜଣ ଭୋଟର ।

୫. ରଥଖଳା ହାଲଚାଲ: ତିନି ରଥର ଚାଲିଛି ଚାରି ନାହାକା ନିର୍ମାଣ କାର୍ଯ୍ୟ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ।

୬. ନନ୍ଦନକାନନରେ ପୁଣି ଅବ୍ୟବସ୍ଥା: ଜଳହସ୍ତୀ ଖୁଆଡ଼ରେ ପଶିଲା 3 ଫୁଟିଆ କୁମ୍ଭୀର

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର । ଖୁଆଡ଼ରୁ କୁମ୍ଭୀରକୁ ବାହାର କରିବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ।

୭. PFI ନେତା ଗିରଫ, କହିଥିଲେ ହାଇକୋର୍ଟ ବିଚାରପତିଙ୍କ ଅନ୍ତବସ୍ତ୍ର ସାଫ୍ରନ ରଙ୍ଗର

କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପଡ଼ିଲା ମହଙ୍ଗା । ବନ୍ଧା ହେଲେ PFI ନେତା ୟାହିୟା ଟାଙ୍ଗଲ ।

୮. ହରିୟାଣାରେ ଲଭ ଜିହାଦ ମାମଲା

ହରିୟାଣାର ଯମୁନାନଗରରେ ଲଭ୍ ଜିହାଦ ମାମଲା । ସ୍ବାମୀଙ୍କ ବିରୋଧରେ ଲଭ୍ ଜିହାଦ ଅଭିଯୋଗ ଆଣିଲା ସ୍ତ୍ରୀ ।

୯. ଆଜି IPL ଫାଇନାଲ ଫାଇଟ୍‌, ଶୁଣନ୍ତୁ କ'ଣ କହୁଛନ୍ତି କ୍ରିକେଟ ସମୀକ୍ଷକ

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) ।

୧୦. ଆଉ ରହିବନି ଟ୍ରାଫିକ ଚିନ୍ତା, ଦେଶର ପ୍ରଥମ Air Taxi ନିର୍ମାଣ କଲେ ଦିଲ୍ଲୀ ଝିଅ

ଆଗକୁ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି । କାରଣ ଦେଶର ପ୍ରଥମ ଏୟାର ଟାକ୍ସି ନିର୍ମାଣ କରିଛନ୍ତି ଦିଲ୍ଲୀ ଝିଅ ତଥା ଇଞ୍ଜିନିୟର ଶ୍ରେୟା ରସ୍ତୋଗି । ଏହାର ମଡେଲକୁ ଭାରତୀୟ ଡ୍ରୋନ ମହୋତ୍ସବର ଏକ କମ୍ପାନୀ ଦ୍ବାରା ଉପସ୍ଥାପିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.