ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 28, 2022, 4:58 PM IST

୧. MCCD Report 2020: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ ? ସରକାରଙ୍କ ପୋଲ୍ ଖୋଲିଲା MCCD ରିପୋର୍ଟ

MCCD 2020 ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଥମ ଲହରରେ କୋଭିଡରେ ପ୍ରାଣ ହରାଇଛନ୍ତି 8 ହଜାର 711 ଜଣ ।

୨. ପ୍ରଥମ ସମ୍ବୋଧନରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ସରିଫ: କହିଲେ 370 ପୁନଃଲାଗୁ ବିନା ସମାଧାନ ଅସମ୍ଭବ

ପ୍ରଥମ ସମ୍ବୋଧନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉଠାଇଲେ କାଶ୍ମୀର ପ୍ରସଙ୍ଗ । କହିଲେ ଧାରା 370 ପୁନଃଲାଗୁ ନହେଲେ ସମସ୍ୟାର ସାମାଧାନ ସମ୍ଭବ ନୁହେଁ ।

୩. ସାବରକରଙ୍କ ଜୟନ୍ତୀରେ ଆସିଲା ଫିଲ୍ମର ଫାଷ୍ଟ ଲୁକ୍‌, ନୂଆ ଲୁକ୍‌ରେ ରଣଦୀପ୍‌ ହୁଡ୍ଡା

ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କର ୧୩୯ତମ ଜନ୍ମଜୟନ୍ତୀ । ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସ୍ୱତନ୍ତ୍ର ବୀର ସାବରକର (Swatantra Veer Savarkar)ର ଫାଷ୍ଟ ଲୁକ୍‌ ଆଉଟ୍‌ ହୋଇଛି ।

୪. ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ବାରଣ ଘଟଣା: 5 ଲକ୍ଷ ଜରିମାନା ଗଣିବ INDIGO

ଭିନ୍ନକ୍ଷମ ଯାତ୍ରୀଙ୍କୁ ଯାତ୍ରା ବାରଣ କରିବା ଘଟଣାରେ ଇଣ୍ଡିଗୋ ଉପରେ କାର୍ଯ୍ୟାନୁଷ୍ଠାନ । 5 ଲକ୍ଷ ଟଙ୍କାର ଜରିମାନା ପଇଠ ନିର୍ଦ୍ଦେଶ ଦେଲା DGCA । ରାଞ୍ଚି ବିମାନ ବନ୍ଦରରେ ଚଳିତ ମାସ 7 ତାରିଖରେ ଘଟିିଥିଲା ଘଟଣା ।

୫. Indian Army Aviation: ସ୍ଥଳ ସେନାର ପ୍ରଥମ ମହିଳା ଲଢୁଆ ପାଇଲଟ୍‌ ହେଲେ ଅଭିଳାଷା, ହରିୟାଣା ପାଇଁ ଆଣିଲେ ଗୌରବ

ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ୩ ବର୍ଷ ପରେ ସ୍ଥଳ ସେନାକୁ ମିଳିଛି ଏହାର ପ୍ରଥମ ମହିଳା ଲଢୁଆ ପାଇଲଟ ।

୬. ଜୁନ 2ରୁ ଯୁକ୍ତଦୁଇ ମୂଲ୍ୟାୟନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା

ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା ।

୭. ରଥଖଳା ହାଲଚାଲ: ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖରେ ସଂଯୋଗ ହେବ ୪୨ଚକ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ।

୮. କେନ୍ଦୁଝର ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ବାଜିମାତ

୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ଶାସକ ଦଳ ବାଜିମାତ କରିଛି ।

୯. Tesla plant: ଭାରତ ଆସିପାରିଲାନି ଟେସଲା, ବଡ଼ ନିଷ୍ପତ୍ତି ନେଲେ Elon

ଭାରତବାସୀ ଟେସଲା ଇଲେକ୍ଟ୍ରିକ କାରର ଅନେକ ସମୟ ଧରି ଅପେକ୍ଷା କରିଛନ୍ତି । ତେବେ ଏହି କାର ହୁଏତ ଭାରତକୁ ଆସିନପାରେ କିମ୍ବା ବିଳମ୍ବରେ ଆସିପାରେ ।

୧୦. Runway 34 Release: ମାତ୍ର 199 ଟଙ୍କାରେ ପ୍ରାଇମ୍‌ ଭିଡିଓରେ ଦେଖିପାରିବେ ଅଜୟ ଦେବଗନ୍‌ଙ୍କ ଫିଲ୍ମ

ଅଜୟ ଦେବଗନ୍ ନିର୍ଦ୍ଦେଶିତ-ନିର୍ମିତ ରନଓ୍ବେ 34 ବର୍ତ୍ତମାନ ଆମାଜନ୍ ପ୍ରାଇମ୍ ଭିଡିଓରେ ରେଣ୍ଟାଲ ପ୍ଲାନ ଆଧାରରେ ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.