ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 3pm

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 7, 2022, 3:16 PM IST

୧. ବେଙ୍ଗାଲୁରୁରୁ ବନ୍ଧା ହେଲା HM କମାଣ୍ଡର, ଡ୍ରାଇଭର ସାଜି ଦେଉଥିଲା ଚକମା

ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର ଗିରଫ । ଦୀର୍ଘ 2 ବର୍ଷ ହେବ ଲୁଚି ରହିଥିବା ଆତଙ୍କୀ କମାଣ୍ଡର ବେଙ୍ଗାଲୁରୁରୁ ବନ୍ଧା ହୋଇଛି ।

୨. ଇଲେକ୍ଟ୍ରି ଗ୍ରିଡରେ ବୁଲିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ରାସ୍ତାରେ ବୁଲୁଛି ଭାଲୁ । ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଦେଇପାଲି ଇଲେକ୍ଟ୍ରି ଗ୍ରିଡରେ ।

୩. ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ

ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝା ଗିରଫ ହୋଇଛନ୍ତି। 2013ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୋଲଖାଡା ଶାଖାରେ ହୋଇଥିବା 1 କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିନୟ ଓଝା ।

୪. ପୁଣି ଖାକିରେ କଳଙ୍କ: ସାବତ ଝିଅ, ଶାଳୀକୁ ଦୁଷ୍କର୍ମ ଅଭିଯୋଗ

କର୍ଣ୍ଣାଟକର ଜଣେ ପୋଲିସ ସବ୍‌ ଇନିସପେକ୍ଟରଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ ।

୫. PNB Scam: ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ EDର ଚାର୍ଜସିଟ୍‌ ଦାଖଲ

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ ପ୍ରଥମ ଚାର୍ଜସିଟ୍‌ ଦାଖଲ କଲା ଇଡି ।

୬. Mao Poster in Malkangiri: ପୋଷ୍ଟର ଲଗାଇ ଚେତାବନୀ ଦେଲା ଲାଲବାହିନୀ

ବହୁଦିନ ବ୍ୟବଧାନ ପରେ ନିଜ ଉପସ୍ଥିତି ଜାହିର କଲା ଲାଲବାହିନୀ ।

୭. ରଥଖଳା ହାଲଚାଲ: ଚାଲିଛି ତିନିରଥ ପାଇଁ ମଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ କାର୍ଯ୍ୟ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

୮. ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: IRCTCରେ କାଟିପାରିବେ ଅଧିକ ଅନଲାଇନ ଟିକେଟ୍‌

ଅନଲାଇନ ଟିକେଟ ବୁକିଂ ସଂଖ୍ୟା ବୃଦ୍ଧି କଲା ଭାରତୀୟ ରେଲବାଇ । IRCTC ମାଧ୍ୟମରେ ଏଣିକି ଅଧିକ ସଂଖ୍ୟକ ଟିକେଟ ଅନଲାଇନ ବୁକିଂ କରିପାରିବେ ରେଳଯାତ୍ରୀ ।

୯.India vs SA T20: ବିଜୟ ରେକର୍ଡରେ ଦକ୍ଷିଣ ଆଫ୍ରିକା ଠାରୁ ଆଗରେ ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-ଟ୍ବେଣ୍ଟି ସିରିଜ ଆସନ୍ତା 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

୧୦. ହତ୍ୟା ଧମକ: ସଲମାନଙ୍କ ପରେ ମଲାଇକାଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ

ଗୋଟିଏ ପଟେ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଅନ୍ୟ ପଟେ ପୋଲିସ ମଲାଇକା ଆରୋରାଙ୍କ ଘରେ ପହଞ୍ଚିଛି, ଜାଣନ୍ତୁ କଣ ରହିଛି ମାମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.