ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@9AM, ନଜର ପକାନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 21, 2021, 9:02 AM IST

1.STATE CORONA: ଦିନକରେ 3O31 କୋରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 3031 କୋରୋନା ପଜିଟିଭ ଚିହ୍ନଟ ।

2.ଆଜିଠୁ ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ, CoWin ଆପ୍‌ରେ କରିବାକୁ ପଡିବନି ପଞ୍ଜୀକରଣ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟୀକାକରଣର ଆଗାମୀ ପର୍ଯ୍ୟାୟ । ଏହା ଅନ୍ତର୍ଗତ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର ।

3.ଆଜିଠୁ କ୍ୟାମ୍ପେନ ମୋଡରେ ହେବ ଟୀକାକରଣ

ସଂକ୍ରମଣ ବିରୋରେ ଟୀକାକରଣ । ଆଜିଠାରୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା ।

4. ସୋପୋରେ ଏନକାଉଣ୍ଟର; 3 ଆତଙ୍କୀ ସଫା

ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲା ସୋପୋରେ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ 3 ଆତଙ୍କୀ ନିପାତ ହୋଇଛନ୍ତି ।

5.International Yoga Day; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ

ଶରୀରକୁ ସୁସ୍ଥ ଓ ମନକୁ ଶାନ୍ତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯୋଗ । ସୁସ୍ଥ ରହିବାର ମହୌଷଧି ହେଉଛି ଯୋଗ । ଯୋଗର ଗୁରୁତ୍ବକୁ ବୁଝି ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ ।

6.ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ

ଆଜିଠୁ ୟୁବ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ଓସେପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

7.ବାବା କା ଢାବା: ୟୁଟ୍ୟୁବର ଗୌରବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ପୋଲିସ

ପୁଣି ଫେରିଲା ବାବା କା ଢାବା ଅର୍ଥ ହେରଫେର ମାମଲା । ଫୁଡ ବ୍ଲଗର ଗୌରବ ୱାସନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବ ଦିଲ୍ଲୀ ପୋଲିସ ।

8.ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶର ଇଟାନଗର । ଇଟାନଗରର ଡବ୍ଲୁଏସଡବ୍ଲୁରେ 3.0 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ।

9.ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜରଙ୍କ କ୍ଷତାକ୍ତ ମୃତଦେହ, ପୋଲିସର ବଢୁଛି ସନ୍ଦେହ

ରାଜଧାନୀ ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ। କ୍ଷତାକ୍ତ ଅବସ୍ଥାରେ ଟ୍ରାକରୁ ଉଦ୍ଧାର ହୋଇଛି ମୃତଦେହ ।

10.ସଲମାନ-ସୋନୁଙ୍କ ସାହାଯ୍ୟ ଲୋଡିଲେ ବଲିଉଡ ବାମନ କଳାକାର

କୋରୋନା ପ୍ରଭାବିତ ହୋଇଛନ୍ତି ବଲିଉଡର 70 ବାମନ କଳାକାର । ଲୋଡିଲେ ସୋନୁ ଓ ସଲମାନଙ୍କ ସାହାଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.