ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ଖବର - ମୁଖ୍ୟା ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ଖବର
author img

By

Published : Mar 8, 2021, 9:06 AM IST

Updated : Mar 8, 2021, 9:26 AM IST

1.21ରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମାର୍ଚ୍ଚ 21 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

2.ଆଜିଠୁ ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ

ଆଜିଠୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ।

3.ଅନ୍ତର୍ଜାତୀୟ ମହିଳା ଦିବସ: ସ୍ରଷ୍ଟାଙ୍କ ସୁନ୍ଦର ସୃଷ୍ଟିଙ୍କ ପାଇଁ ଦିନଟିଏ

ବିଶ୍ବର ଅନେକ ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଜାତି, ଭାଷା, ସାଂସ୍କୃତିକ, ଅର୍ଥନୈତିକ କିମ୍ବା ରାଜନୈତିକ ବିଭାଜନକୁ ଧ୍ୟାନ ନ ଦେଇ ମହିଳାଙ୍କ ସଫଳତା ପାଇଁ ଏହା ସ୍ବୀକୃତିପ୍ରାପ୍ତ ଦିବସ ।

4.ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା

ମାର୍ଚ୍ଚ 8 ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ସମ୍ମାନ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି।

5.ମାର୍ଚ୍ଚ 9ରେ 21ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମଦ୍ ଭାଗବତ ଶ୍ଲୋକ ଉପରେ 21ଜଣ ବିଦ୍ବାନଙ୍କ ବାଖ୍ୟା ଥିବା ପାଣ୍ଡୁଲିପିକୁ ଉନ୍ମୋଚନ କରିବେ

6.ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟି ଦଶ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି ।

7.ଘରୋଇ ସ୍କୁଲ ସମସ୍ୟାକୁ ନେଇ ଅଭିଭାବକ ମହାସଂଘର ବୈଠକ

ସିଲଭରସିଟିରେ ଘରୋଇ ସ୍କୁଲଗୁଡ଼ିକର ସମସ୍ୟାକୁ ନେଇ ରାଜ୍ୟ ଅଭିଭାବକ ମହାସଙ୍ଘ ପକ୍ଷରୁ ବୈଠକ ଅନୁଷ୍ଠିତ । କଲେଜ ଛକ ନିକଟସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ବସିଥିଲା ଏହି ବୈଠକ ।

8.ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି

ରାଜ୍ୟ କୁସ୍ତି ସଂଘର ସଭାପତି, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ । ଆସନ୍ତା 4 ବର୍ଷ ପାଇଁ ଓଡିଶା କୁସ୍ତି ସଂଘର ଦାୟିତ୍ବ ତୁଲାଇବେ ।

9.ଓଡିଶାରେ ହକି ଇଣ୍ଡିଆ ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ

ଓଡିଶା ଆୟୋଜନ କରିବ ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ 2021 ।

10.ବିଚ୍ ରାସ୍ତାରେ ନାଚିଲେ ନିଆ, ଭିଡିଓ ଭାଇରାଲ

ସଣ୍ଡେରେ ଫ୍ରେଣ୍ଡ ସହ ମସ୍ତି କରିବା ସହ ସୋସିଆଲ ମିଡିଆରେ ଡାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ନିଆ । ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ନୂଆ ଭିଡିଓ

Last Updated : Mar 8, 2021, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.