ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 2, 2021, 9:01 PM IST

1.ବାତ୍ୟା ୟସ ପ୍ରହାର, 11 ହଜାର ଗାଁର 60 ଲକ୍ଷ ଲୋକ ପ୍ରଭାବିତ

ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତି ମିଶି କ୍ଷତି ହୋଇଛି 610 କୋଟି ଟଙ୍କା । ବାତ୍ୟାରେ 11 ହଜାର ଗାଁର 60 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

2.ବାହୁଡିଗଲେ ବିଜୟଶ୍ରୀ; ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର କୋରନାରେ ବିୟୋଗ ହୋଇଛି । ବିଜୟଶ୍ରୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ଓ ସହଯୋଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

3.ସଂକ୍ରମଣର ପିକ ସ୍ଥିତି ଅତିକ୍ରମ କରିସାରିଛି ରାଜ୍ୟ, ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତି

ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ଅତିକ୍ରମ କରିସାରିଛି ସଂକ୍ରମଣର ପିକ ଅବସ୍ଥା । ଅନ୍ୟ ରାଜ୍ୟଙ୍କ ତୁଳନାରେ ସ୍ଥିତି ଭଲ ଥିବା ଦେଲେ ସୂଚନା ।

4.କାର୍ତ୍ତିକ ମାସରୁ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ 'ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ'

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପୁରୀର ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ । ଏନେଇ ଟ୍ବିଟ କରି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

5.ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି

ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀରେ ହେବ ଚକ ଅଖ ଡେରା ନୀତି । ଏନେଇ ସମସ୍ତ ପ୍ରସ୍ତୁତି ଶ୍ରୀମନ୍ଦିର ପ୍ରଶାସନ ।

6.ଟିକା ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି କୋଭିଡ ଟୀକାକରଣ ନୀତି ସହ ଜଡିତ ଦସ୍ତାବିଜ ଓ ଫାଇଲ ରେକର୍ଡ ସାମ୍ନାରେ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

7.ମେହୁଲ ଚୋକସିଙ୍କ ଗାର୍ଲଫ୍ରେଣ୍ଡ ବିଷୟରେ ଖୁଲାସା କଲେ ସ୍ତ୍ରୀ ପ୍ରୀତି

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସ୍ତ୍ରୀ ଆଣିଛନ୍ତି ବଡ ଅଭିଯୋଗ । ସେ କହିଛନ୍ତି, ତାଙ୍କ ସ୍ବାମୀକୁ ନେଇ ପ୍ରସାରିତ ଖବର ଯୋଗୁଁ ପରିବାରକୁ କଷ୍ଟ ପହଞ୍ଚିଛି । ଏହା ସ୍ବାମୀଙ୍କ ମାନବାଧିକାର କ୍ଷୂର୍ଣ୍ଣ କରିଛି

8.କେନ୍ଦ୍ରକୁ ଦିଦିଙ୍କ ଟାର୍ଗେଟ: ରାଜ୍ୟକୁ ମିଳୁନି ଭ୍ୟାକ୍ସିନ, ଡିସେମ୍ବର ଶେଷ ସୁଦ୍ଧା କେମିତି ସରିବ ଟୀକାକରଣ?

ଭ୍ୟାକ୍ସିନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ରାଜ୍ୟକୁ ଭ୍ୟାକ୍ସିନ ଦେଉ ପାରୁନାହାଁନ୍ତି । ଏଭଳିସ୍ଥିତିରେ ଡିସେମ୍ବର ସୁଦ୍ଧା କିଭଳି ଦେଶର ସମସ୍ତ ଜନସାଧାରଣଙ୍କ ଟୀକାକରଣ ଶେଷ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ମମତା ।

9.ସାମ୍ନାକୁ ଆସିଲା ‘ସେରନୀ’ର ଟ୍ରେଲର

ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘ସେରନୀ’ଙ୍କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏବେ ଏହି ଚଳଚ୍ଚିତ୍ରର ଧମାକାଦାର ଟ୍ରେଲର ରିଲିଜ୍ ହୋଇଯାଇଛି ।

10.କରଣ କହିଲେ ମିଛ କହୁଛନ୍ତି ନିଶା

ଚର୍ଚ୍ଚାରେ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲ । ଦୁହିଁଙ୍କ ମଧ୍ୟରେ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.