1. ମଙ୍ଗଳବାର ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି
2. କୋରୋନାରେ ଅବକାରୀ ଏସଆଇ ମୃତ
କୋରୋନା ସଂକ୍ରମଣରେ ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଏସ୍ଆଇ ବଳରାମ ସାହୁଙ୍କ ଦେହାନ୍ତ ।
3.ରାଜଧାନୀରେ ଆଜି 70 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 90
4.ଏଣିକି ଖୋଲାରେ ପରିସ୍ରା କଲେ ସମ୍ବଲପୁରରେ ଗଣିବାକୁ ପଡିବ ଜୋରିମାନା
5.ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେଲେ ଭାରୋତ୍ତଳନକାରୀ ସ୍ନେହା ସୋରେନ
6.'ସେଚ ସମାଧାନ' କରିବ ଚାଷୀଙ୍କ ଜଳସେଚନ ଜନିତ ସମସ୍ୟାର ସମାଧାନ
7.କୋରୋନା ପରିଚାଳନା କ୍ଷେତ୍ରରେ ଭାରତ ବିକଶିତ ରାଷ୍ଟ୍ର ଠାରୁ ଭଲ କାର୍ଯ୍ୟ କରିଛି: ହର୍ଷବର୍ଦ୍ଧନ
8.ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ଟସ୍ ଜିତି ସୁପରନୋଭାସର ବୋଲିଂ ନିଷ୍ପତ୍ତି
9.ଜୋ ବିଡେନଙ୍କ ବିଜନେସ ପ୍ଲାନ, ଉପକୃତ ହେବ ଭାରତ !
10.ବଲିଉଡ ମେଗାଷ୍ଟାର ବିଗ୍ ବି ଙ୍କୁ ଫ୍ୟାନଙ୍କ ଅଭିନବ ଭେଟି