ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 19, 2022, 9:07 PM IST

1.ଅବକାରୀ ନୀତିରେ ଦୁର୍ନୀତି, ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା CBI

ଦିଲ୍ଲୀରେ ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା ସିବିଆଇ (CBI lodges an FIR against Delhi Deputy CM ) ।

2.Low Pressure, 4 ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ, ପ୍ରଶାସନକୁ ସହଯୋଗ ପାଇଁ ନିର୍ଦ୍ଦେଶ

ଲଘୁଚାପକୁ ନେଇ IMDର ସୂଚନା ପରେ ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷିତ ରହିବାକୁ ଦେଲେ ପରାମର୍ଶ ।

3.ଡରାଉଛି ଆଉ ଏକ ଲଘୁଚାପ, ବଢିପାରେ ଯୁକ୍ତ ଦୁଇ ନାମଲେଖା ଅବଧି

ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ଅଭିଭାବକ ମହାସଙ୍ଘ ଦାବି କରିଛି । ତେବେ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

4.ଦୁର୍ବଳ ଶ୍ରେଣୀର ବ୍ଯକ୍ତିଙ୍କୁ Covid ଦ୍ବିତୀୟ ବୁଷ୍ଟର ଡୋଜ ଦିଅ କହିଲା WHO

ଚତୁର୍ଥ ଡୋଜ ବା ଦ୍ବିତୀୟ ବୁଷ୍ଟର ଡୋଜ ଉପରେ ବିଚାର ବିମର୍ଶ କରିବାକୁ WHO ର ପରାମର୍ଶ । ଫୋକସରେ ବୃଦ୍ଧ, ଗର୍ଭବତୀ, ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି(weaker immune systems) ।

5.ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ସତର୍କବାଣୀ, ଭୁଶୁଡିପାରେ ଟଙ୍କପାଣି ବ୍ରିଜ ଓ ନିକଟ ସ୍କୁଲ

ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିରେ ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ ।

6.ଗଭୀର ଅବପାତର ରୂପ ନେଲା ଅବପାତ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଲା ଅବପାତ । ଏହା ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

7.ଓଡିଶାରୁ ଠକି ମାଲେସିଆରେ ଲୁଚିଛନ୍ତି, ଲେଡି ଠକ ନାଁରେ ଲୁକ ଆଉଟ ସର୍କୁଲାର ଜାରିକଲା EOW

ଚାକିରୀ ଦେବାକୁ କହି ଓଡିଶାରୁ ୨କୋଟି ଟଙ୍କାର ଠକେଇ । ଦୁଇ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ । ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ EOW ।

8.ପାଣିସାଗରରେ NLFT ବିଦ୍ରୋହୀ BSF ଗୁଳି ବିନିମୟ, ଜଣେ ଯବାନ ଶହୀଦ

NLFT ବିଦ୍ରୋହୀଙ୍କ ଗୁଳିରେ ଶହୀଦ ହେଲେ ହେଡ୍‌ କନେଷ୍ଟବଳ ଗିର୍‌ଜେଶ ଉଦ୍ଦେ(HC Girjesh Kr Uddey mytyres ) । ତ୍ରିପୁରାର ପାଣିସାଗର ବିଏସ୍‌ ସେକ୍ଟରରେ ପାଟ୍ରୋଲିଂ ଟିମ୍‌ରେ ଥିଲେ ଗିର୍‌ଜେଶ ଉଦ୍ଦେ ।

9.FIFA ନିଲମ୍ବନ ପରେ ଅନ୍ଧାରରେ ଭାରତୀୟ ମହିଳା ଫୁଟବଲ ଖେଳାଳିଙ୍କ ଭାଗ୍ୟ

ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ FIFA ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ପାଇଁ ଅଖିଳ ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ FIFA Suspended AIFF କରିଛି ।

10.ଲଡୁ ଗୋପାଳ ବେଶରେ ଭାରତୀଙ୍କ ପୁଅ ଗୋଲା, ଭିଡ଼ିଓ ଭାଇରାଲ

ଭାରତୀ ସିଂ ତାଙ୍କ ପୁଅ ଲକ୍ଷ୍ୟ ବା ଗୋଲାର ଏକ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.