ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM
ବର୍ତ୍ତମାନର ବଡ ଖବର
author img

By

Published : Aug 12, 2022, 9:05 PM IST

1.Odisha cabinet: ସଂପ୍ରସାରିତ ହେବ ମିଲେଟ ମିଶନ, ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ମୋଟ ୧୭ ଟି ପ୍ରସ୍ତାବକୁ ମଞ୍ଜୁର ମିଳିଛି

2.ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଚିଠି ମିଳିବା ପରେ ନିଆଯିବ ପଦକ୍ଷେପ: ଆଇନ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରତ୍ନତତ୍ତ୍ବ ବିଭାଗ(ASI) ଚିଠି ନେଇ ଆମ ପାଖରେ କିଛି ଖବର ନାହିଁ । ପ୍ରତ୍ନତତ୍ତ୍ବ ବିଭାଗର ଚିଠି ଆସିବା ପରେ ବିଚାର ବିମର୍ଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ।

3.ଗହ୍ମା ପୂର୍ଣ୍ଣିମା ଅବସରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ପବିତ୍ର ଗହ୍ମା ପୁର୍ଣ୍ଣିମାରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ନୀତି ପାଳିତ ହୋଇଯାଇଛି । ଶ୍ରୀମନ୍ଦିରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା ।

4.ଦେଶରେ ପ୍ରଥମ, ନବଦମ୍ପତିଙ୍କୁ ମ୍ୟାରେଜ ଗିଫ୍ଟ ଦେବେ ରାଜ୍ୟ ସରକାର

ରାଜ୍ୟରେ ନବଦମ୍ପତିଙ୍କୁ ଗିଫ୍ଟ ଦେବେ ସରକାର । ଏହି କିଟ୍‌ରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନ୍ୟାନ୍ୟ ଉପାଦାନ ରହିବ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

5.ସୁବର୍ଣ୍ଣରେଖା ଓ ଦେଓ ମେଗା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପକୁ ବାରିପଦା ଠାରେ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି

6.ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

୨୦୨୨ର ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

7.ହୀରାକୁଦରେ ଖୋଲିଲା ୨୦ଟି ଗେଟ, ଜିଲ୍ଲାପାଳ କହିଲେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ

୨୦ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରେ ଚାଲିଛି ବନ୍ୟାଜଳ ନିଷ୍କାସନ । ଏ ନେଇ ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ

8.Dil Se Desi: ସଂସ୍କୃତି ପରମ୍ପରାରେ ପୂର୍ଣ୍ଣ ଭାରତବର୍ଷ, ବିଶ୍ୱଦରବାରରେ ରହିଛି ସ୍ୱତନ୍ତ୍ର ପରିଚୟ

ଅନେକ ସଂସ୍କୃତିର ମିଶ୍ରଣ ହେଉଛି ଭାରତୀୟ ସଂସ୍କୃତି । ଏଠି ହିନ୍ଦୁ ମୁସଲିମ ଭାଇ-ଭାଇ । ପରମ୍ପରା, ବେଶଭୂଷା ଭିନ୍ନ ହୋଇଥିଲେ ମଧ୍ୟ ସଭିଏଁ ଏଠାରେ ପରସ୍ପରକୁ ସମ୍ମାନ ଦିଅନ୍ତି । 'ହାତରେ ଖାଇବାଠୁ ଆରମ୍ଭ କରି ନମସ୍କାର' ପର୍ଯ୍ୟନ୍ତ ବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ରହିଛି

9.ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପଦକ ବିଜେତାଙ୍କୁ ଆସନ୍ତାକାଲି ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହେବ

10.ବ୍ରହ୍ମାସ୍ତ୍ରରୁ ଶାହରୁଖ ଖାନଙ୍କ ଫାଷ୍ଟ ଲୁକ୍‌ ଲିକ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ବ୍ରହ୍ମାସ୍ତ୍ରରୁ ଶାହରୁଖ ଖାନଙ୍କ ଫାଷ୍ଟ ଲୁକ୍‌ ଲିକ୍‌ ହୋଇଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନ୍‌ ଏକ ଦମଦାର ଅବତାରରେ ନଜର ଆସିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.