ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 9pm

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 11, 2022, 9:31 PM IST

୧. ବଦଳିବ ଆଲାରନାଥ ମନ୍ଦିର ରୂପରେଖ, 15 ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

ମନ୍ଦିର ବିକାଶ ଯୋଜନାରେ ସାମିଲ ହୋଇଛି ଅଲାରନାଥ ମନ୍ଦିର ।

୨. ଘୋଷଣାରେ ଅଟକୁଛି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା !

ରାଜ୍ୟ ସରକାରଙ୍କ ଫୋକ୍ସରେ ରହିଛି ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ । Make In Odisha ଓ ବିଭିନ୍ନ ରାଜ୍ୟରେ ରୋଡ଼ ଶୋ' ଜରିଆରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରୁଛି ଓଡ଼ିଶା ।

୩. ଦୃଷ୍ଟିହୀନ ପିଲାମାନେ ପାଳିଲେ ରାକ୍ଷୀପୂର୍ଣ୍ଣିମା

ପିସ୍ ଫର ଅଲ ଏବଂ ଓଡିଶା ଉତ୍କଳ ଦୃଷ୍ଟିହୀନ ସଂଘର ମିଳିତ ଆନୁକୁଲ୍ୟରେ ଅଭିନବ ଭାବେ ରାକ୍ଷୀପୂର୍ଣ୍ଣିମା ପାଳନ କଲେ ଦୃଷ୍ଟିବାଧିତ ପିଲା ।

୪. ତ୍ରିରଙ୍ଗାମୟ ହେଲା ପ୍ରଧାନମନ୍ତ୍ରୀ ଆବାସ, ରାକ୍ଷୀ ବାନ୍ଧବା ପରେ କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଆଉ ୩ଦିନ ପରେ ଦେଶ ପାଳିବ ୭୫ତମ ସ୍ବାଧୀନତା ଦିବସ । ଏଥିପାଇଁ ସାରା ଦେଶରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଜାରିରହିଛି ।

୫. ରାକ୍ଷୀ ପୂର୍ଣ୍ଣିମା, ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ କୁନି ପିଲା

ରାଜଭବନରେ ପାଳିତ ହୋଇଯାଇଛି ପବିତ୍ର ରକ୍ଷା ବନ୍ଧନ । ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ବିଭିନ୍ନ ଅନୁଷ୍ଠାନ ।

୬.ସୁଶୀଲ ମୋଦିଙ୍କ ଉପରାଷ୍ଟ୍ରପତି ଅଭିଯୋଗକୁ ହ୍ବାଟ୍‌ ଏ ଜୋକ୍‌ କହିଲେ ନୀତିଶ

ଏନଡିଏରୁ ଉପ ରାଷ୍ଟ୍ରପତି ନହୋଇ ପାରିବାରୁ ବିଜେପିକୁ ବାଏ ବାଏ କଲେ ନୀତିଶ ।

୭. ଡାକ୍ତରଙ୍କ ଚମତ୍କାରିତା, ଅସ୍ତ୍ରୋପ୍ରଚାର କରି ରୋଗୀ ଆଖିରୁ ବାହାର କଲେ ୬ଇଞ୍ଚର ଛୁରୀ

ମହାରାଷ୍ଟ୍ରରେ ରୋଗୀ ଆଖିରୁ ଡାକ୍ତର ବାହାର କଲେ ୬ ଇଞ୍ଚର ଛୁରୀ ।

୮.BiharPolitics: 24ରେ ଗୃହରେ ବହୁମତ ପ୍ରମାଣ ଦେବ ନୀତିଶ ସରକାର

୨୪ରେ ବିଧାନସଭାରେ ଫ୍ଲୋର ଟେଷ୍ଟରେ ସଂଖ୍ୟା ବହୁମତର ପ୍ରମାଣ ଦେବେ ନୀତିଶ କୁମାର ।

୯. ଯମୁନା ନଦୀ ଡଙ୍ଗା ବୁଡି ଘଟଣାରେ ୩ ମୃତ, ଅନେକ ନିଖୋଜ

ଉତ୍ତର ପ୍ରଦେଶ ବାନ୍ଦାରେ ଯମୁନା ନଦୀରେ ବୁଡିଗଲା ଡଙ୍ଗା । ୩ ମୃତ, ୧୧ ଉଦ୍ଧାର ।

୧୦. ଝିଅ ମାଲତିଙ୍କ ଫଟୋ ସେୟାର କଲେ ପ୍ରିୟଙ୍କା, ଲେଖିଲେ ଦେଶୀ ଗର୍ଲ

ଅଭିନେତ୍ରୀ ପ୍ରଶଂସକଙ୍କୁ ତାଙ୍କ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ଝଲକ ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.