ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 9, 2022, 9:07 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM
ବର୍ତ୍ତମାନର ବଡ ଖବର

1.ମହାମେଣ୍ଟର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର

7 ପାର୍ଟିକୁ ନେଇ ବିହାରରେ ମହାମେଣ୍ଟ । ନେତା ନିର୍ବାଚିତ ହେଲେ ନୀତିଶ । ରାଜ୍ୟପାଳଙ୍କୁ ଦେଲେ 164 ବିଧାୟକଙ୍କ ସମର୍ଥନ ପତ୍ର । ବିଜେପି ଉପରେ ବର୍ଷିଲେ ଆରଜେଡି ନେତା ତେଜସ୍ବୀ ଯାଦବ । ଖୁବ ଶୀଘ୍ର ଶପଥ ଗ୍ରହଣ ସୂଚନା

2.Azadi ka Amrit Mahotsav: ଭାରତୀୟ ବୈଜ୍ଞାନିକଙ୍କ ଗୌରବାନ୍ୱିତ ଗବେଷଣା, ମନେପକାଉଛି ଭାରତ

ବିଜ୍ଞାନର ସହାୟତା ନେଇ ସୃଷ୍ଟିର ରହସ୍ୟଭେଦ କରିବା ସମ୍ଭବ ହୋଇଛି । ଆମ ଜୀବନରେ ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଜ୍ଞାନର ଉପଲବ୍ଧି ବୁଝାଇଥିବା ଏଭଳି କିଛି ଭାରତୀୟ ବୈଜ୍ଞାନିକଙ୍କୁ ଆଜି ଭାରତ ମନେ ପକାଉଛି

3.ରାଜ୍ୟରେ ୧୩ରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଅବପାତରେ ପରିଣତ ହେଲା ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ କ୍ଷେତ୍ର । ଆସନ୍ତା ୧୩ରୁ ପୁଣି ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

4.ନବୀନ ଥିବା ଯାଏଁ ଓଡିଶାରେ କେବଳ BJD ଓ ଶଙ୍ଖ: ସୁଦାମ ମାରାଣ୍ଡି

୨୦୨୪ ନିର୍ବାଚନରେ ଓଡ଼ିଶାରେ ୧୨୦ ପ୍ଲସ ନାରା ଦେଇଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ନବୀନ ଥିବା ଯାଏଁ ଓଡ଼ିଶାରେ ବିଜେଡି ଓ ଶଙ୍ଖ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୁଦାମ ମାରା

5.ଜଗାବଳିଆ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା, ସେବାୟତଙ୍କ ଦ୍ୱାରା ପ୍ରସ୍ତୁତି ଶେଷ

ପାଖେଇ ଆସୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ମା’ ସୁଭଦ୍ରା ଦୁଇ ଭାଇ ଜଗାବଳିଆଙ୍କ ହାତରେ ବାନ୍ଧିବେ ରାକ୍ଷୀ

6.ଚାଷୀଙ୍କ କାମରେ ଆସୁନି ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ !

କାମରେ ଆସୁନି ରାଜ୍ୟର ପ୍ରଥମ ଉଠା ଜଳସେଚନ ପ୍ରକଳ୍ପ । କଳାହାଣ୍ଡିର ଲଇତରା ଚାଷୀଙ୍କୁ ଦୁଇ ଫସଲର ସ୍ବପ୍ନ ଦେଖାଇ ଭଣ୍ଡାଇ ଦେଲେ ସରକାର

7.Bihar Politics: ରାଜ୍ ତିଲକ୍ କି କରୋ ତୈୟାରୀ, ଆ ରହେ ହୈ ଲଣ୍ଠନ ଧାରୀ: ଲାଲୁଙ୍କ ଝିଅ

ବିହାର ରାଜନୀତିର ଏହି ଓଲଟପାଲଟ ମଧ୍ୟରେ ଏବେ ଆରଜେଡି ନେତା ଜେତସ୍ବୀ ଯାଦବଙ୍କ ଉଭଣୀ ତଥା ଲାଲୁ ଯାଦବଙ୍କ ସାନ ଝିଅ ରୋହିଣୀ ଯାଦବ (Rohini Acharya) ଆଚାର୍ଯ୍ୟଙ୍କ ଏକ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି

8.Bihar Political Crisis: ନୀତିଶଙ୍କୁ ଚ୍ୟାଲେଞ୍ଜ ଦେଲେ ଚିରାଗ, ରାଷ୍ଟ୍ରପତି ଶାସନ ପାଇଁ କଲେ ଦାବି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ନୀତିଶଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ । ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି

9.GOODBYE CWG 2022: ଫଟୋରେ ଦେଖନ୍ତୁ କ୍ଲୋଜିଂ ସେରିମନିର ଝଲକ

ବର୍ମିଂହାମରେ ଗତ ୧୧ ଦିନ ଧରି ଚାଲିଥିବା କମନୱେଲ୍‌ଥ ପ୍ରତିଯୋଗିତା ଏକ ସ୍ମରଣୀୟ ବିଦାୟ ନେଇଛି ।

10.FAHADH FAASIL @40: ପତ୍ନୀଙ୍କ ସହ ବାର୍ଥ ଡେ ସେଲିବ୍ରେସନ୍‌ କଲେ ଅଭିନେତା ଫହାଦ

ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଫହାଦ ଫାସିଲ 40ତମ ଜନ୍ମଦିନ ପାଳନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.