ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 8, 2022, 9:06 PM IST

1.ନୂଆଦିଲ୍ଲୀ ଫେରିଗଲେ ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯାଇଛନ୍ତି ।

2.ତଟ ସୁରକ୍ଷା ଚିନ୍ତା: NIOT ସହିତ ଚୁକ୍ତି ହେବ, 4ଟି ଜିଲ୍ଲାର ଲୁଣାବନ୍ଧର ସୁଦୃଢ଼ୀକରଣ କରାଯିବ

ସରକାରଙ୍କ ତଟ ସୁରକ୍ଷା ଚିନ୍ତା । ୪ଟି ଜିଲ୍ଲାର ୧୯୮ କିମି ଲୁଣାବନ୍ଧ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଚେନ୍ନାଇର ଏନଆଇଓଟି ସହ ଏମଓୟୁ କରିବେ ।

3.ଭୁବନେଶ୍ବର: ଅଭିନେତ୍ରୀଙ୍କୁ ଘର ଦେବ କହି ୨୫ ଲକ୍ଷ ଠକି ନେଲା ରିଅଲ ଇଷ୍ଟେଟ କମ୍ପାନୀ

ଘର କିଣିବା ନାଁରେ ଠକେଇର ଶିକାର ହେଲେ ଅଭିନେତ୍ରୀ ବିଦୁସ୍ମିତା । ୨୫ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ।

4.UG ନାମଲେଖା ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୧୧ରୁ ଆବେଦନ

ପ୍ରକାଶ ପାଇଲା 2022-2023 ଶିକ୍ଷା ବର୍ଷର ୟୁଜି ନାମଲେଖା ବିଜ୍ଞପ୍ତି । www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5.କେନ୍ଦ୍ର ନିକଟରେ ମୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରୀ ଭତ୍ତା ଦେବାକୁ ଦାବି କଲା AAP

ମାଗଣା ଯୋଜନାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିଓ୍ବାଲ । କହିଲେ ସ୍ବାସ୍ଥ୍ୟ ଓ ଶିକ୍ଷା ପରି କ୍ଷେତ୍ରରେ ମାଗଣା ଯୋଜନାକୁ ରାବିଡି ପରମ୍ପରା କହୁଥିବା ବ୍ୟକ୍ତି ଦେଶଦ୍ରୋହୀ ।

6.ସେପ୍ଟେମ୍ବରରେ ଭାରତରେ ପ୍ରବେଶ କରିବ 5G ନେଟୱର୍କ !

ଆସନ୍ତା ମାସରେ ଭାରତରେ ଲଞ୍ଚ ହୋଇପାରେ 5G ନେଟୱର୍କ ସେବା । ପ୍ରଥମ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ପହଞ୍ଚିବ ଏହି ନେଟୱର୍କ ।

7.ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଓ ଭାରତର ସହୟତା ଯୋଗାଣ ପ୍ରସଙ୍ଗରେ ହେଲା ଆଲୋଚନା ।

8.Monsoon session: ନିର୍ଦ୍ଧାରିତ ସୂଚୀର ୪ ଦିନ ପୂର୍ବରୁ ସାଇନଡାଏ ହେଲା ସଂସଦ

ମୌସୁମୀ ଅଧିବେଶନର ନିର୍ଦ୍ଧାରିତ ୪ ଦିନ ପୂର୍ବରୁ ସାଇନଡାଏ ହେଲା ସଂସଦର ଉଭୟ ଗୃହ । ୧୨ ତାରିଖ ଯାଏ ରହିଥିଲା ଅଧିବେଶନ ଅବଧି ।

9.CWG 2022: ସ୍ବର୍ଣ୍ଣ ପଦକ ନମ୍ବର ୨୨, ଟେବୁଲ ଟେନିସରେ କମଲଙ୍କ କମାଲ

ଟେବୁଲ ଟେନିସ୍‌ର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଶରତ କମଲ । ସେ ଇଂଲଣ୍ଡର ଲିଆମ୍‌ ପିଚ୍‌ଫୋର୍ଡଙ୍କୁ ୪-୧ରେ ପରାଜିତ କରିଛନ୍ତି ।

10.Man Kasturi Re: ଡେବ୍ୟୁ ମରାଠୀ ଫିଲ୍ମର ପୋଷ୍ଟର ସେୟାର କଲେ ତେଜସ୍ବୀ

ତେଜସ୍ୱୀ ପ୍ରକାଶଙ୍କୁ ଖୁବ୍ ଶୀଘ୍ର ମରାଠୀ ଚଳଚ୍ଚିତ୍ର ମନ୍ କସ୍ତୁରୀ ରେ' ରେ ଦେଖିବାକୁ ମିଳିବ । ନିକଟରେ ରିଲିଜ୍ ତାରିଖ ସହିତ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଏକ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.