ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ଭାରତ ମୁଖ୍ୟ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM
ବର୍ତ୍ତମାନର ବଡ ଖବର
author img

By

Published : Aug 7, 2022, 9:06 PM IST

1.ବିଜେପିର ମିଶନ 120, କର୍ମୀଙ୍କ ଆତ୍ମବିଶ୍ବାସ ବଢାଇବେ ଶାହ: ପୃଥ୍ବୀରାଜ ହରିଚନ୍ଦନ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ଵାଗତ ସମ୍ବର୍ଦ୍ଧନା ପାଇଁ BJP ପକ୍ଷରୁ ବ୍ୟାପକ ବ୍ୟବସ୍ଥା

2.35 ବର୍ଷ ତଳର ବାଲାଷ୍ଟ ଚୋରି ମାମଲାରେ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଦୋଷୀ ସାବ୍ୟସ୍ତ

35 ବର୍ଷ ତଳର ବାଲାଷ୍ଟ ଚୋରି ମାମଲାରେ ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାକେଶ ସଚାନା ଦୋଷୀ ସାବ୍ୟସ୍ତ

3.ଅବତରଣ ପରେ ଆସିଲାନି ବସ୍‌, ଚାଲି ଚାଲି ଟର୍ମିନାଲକୁ ଆସିଲେ SpiceJet ଯାତ୍ରୀ

ଦିଲ୍ଲୀ ବିମାନ ବନ୍ଦରରେ ପୁଣି ସ୍ପାଇସଜେଟ ବିମାନ କମ୍ପାନୀର ଅବ୍ୟବସ୍ଥା । ହାଇଦ୍ରାବାଦରୁ ଆସିଥିବା ବିମାନ ଅବତରଣ କରିବା ପରେ ଆସିଲାନି କମ୍ପାନୀ ବସ୍‌ । ଦୀର୍ଘ ସମୟ ଧରି ଅପେକ୍ଷା ପରେ ଚାଲି ଚାଲି ଟର୍ମିନାଲକୁ ଆସିଲେ ଯାତ୍ରୀ

4.କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ଅକ୍ଷୟଙ୍କ ଜଘନ୍ୟକାଣ୍ଡକୁ ବିଶ୍ବାସ କରିପାରୁନାହାନ୍ତି ଗ୍ରାମବାସୀ

କୋଲକାତାର ପାର୍କଷ୍ଟ୍ରିଟରେ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡ ଭିଆଇଥିବା CISFଙ୍କ ଘର ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ମାଛିଆ ଗ୍ରାମରେ ହୋଇଥିବାବେଳେ ଅକ୍ଷୟଙ୍କ ଏପରି କାଣ୍ଡକୁ ବିଶ୍ବାସ କରିପାରୁ ନାହାନ୍ତି ଗ୍ରାମବାସୀ ।

5.ସୀମା ଟପିଲା ବର୍ବରତା: ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ

ମଧ୍ୟ ପ୍ରଦେଶରେ ଭିଡ ହିଂସାର ଶିକାର ହେଲେ ଦଳିତ ଯୁବକ । ଗଛରେ ବାନ୍ଧି ନିର୍ଧୁମ ମାଡ ମରାଯିବାର ଭିଡିଓ ହେଉଛି ଭାଇରାଲ । ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

6.ISIS ଲିଙ୍କ ଅଭିଯୋଗରେ ଛାତ୍ରଙ୍କୁ ବାନ୍ଧିଲା NIA, ଅଭିଯୋଗକୁ ପରିବାରର ଖଣ୍ଡନ

ISIS ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ଛାତ୍ରଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଅଭିଯୋଗକୁ ସମ୍ପର୍ଣ୍ଣ ମିଥ୍ୟା ଦର୍ଶାଇବା ସହ କୋର୍ଟର ଦ୍ବାରସ୍ଥ ହେବା ନେଇ ପରିବାରର ସୂଚନା

7.ପଟିଆଲା ଜେଲ୍‌ରୁ ୧୯ ମୋବାଇଲ ଜବତ, କାନ୍ଥ ଭିତରେ ଲୁଚା ଯାଉଥିଲା ଫୋନ

ପଞ୍ଜାବ ପଟିଆଲା ସେଣ୍ଟ୍ରାଲ ଜେଲ୍‌ ମଧ୍ୟରୁ ଜବତ ହେଲା ୧୯ ମୋବାଇଲ । ଏହିସବୁ ମୋବାଇଲକୁ କାନ୍ଥ ଭିତରେ ଲୁଚାଇ ରଖୁଥିଲେ କଏଦୀ ।

8.ସହକର୍ମୀଙ୍କ ମଜାକ୍‌ ହେଲା କାଳ, ମଳଦ୍ବାରରେ ପାଇପ ଭର୍ତ୍ତିପରେ କର୍ମଚାରୀ ଗୁରୁତର

କମ୍ପାନୀର ଜଣେ ସହକର୍ମୀ ବନ୍ଧୁ ଅନ୍ୟଜଣେ ଶ୍ରମିକଙ୍କ ମଳଦ୍ୱାରରେ ଉଚ୍ଚ ଚାପର ଏୟାର ପାଇପ୍ ଭର୍ତ୍ତି କରିଦେବାରୁ କର୍ମଚାରୀ ଗୁରୁତର । ଥଟ୍ଟା ମଜା ହେଉ ହେଉ ଏପରି ଘଟିଥିବା ସୂଚନା

9.CWG 2022: ବକ୍ସିଂରେ ଭାରତକୁ ତୃତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ନିଖତ ଜରିନ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂ ଇଭେଣ୍ଟରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ ପଦକ । ୫୦ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଲେ ନିଖତ ଜରିନ୍‌

10.ବନ୍ଧୁତା ଦିବସରେ ଆଗାମୀ ଫିଲ୍ମର ପୋଷ୍ଟର ସେୟାର କଲେ ବିଗ ବି

ବିଗ ବି ଅମିତାଭ ବଚ୍ଚନ ନିଜର ଆଗାମୀ ଫିଲ୍ମ'ଉଞ୍ଚାଇ'ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.