ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ରାତି ୯ଟାର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 23, 2022, 9:00 PM IST

1. Maharashtra Political Crisis: ମେରେ କିନାରେ ଘର ମତ ବସା ଲେନା, କ୍ୟୁଁ କି

ପୁରା ଶକ୍ତିରେ ଶିବସେନାକୁ ଫ୍ରଣ୍ଟଫୁଟକୁ ଆଣିବା ପାଇଁ ଉଦ୍ଧବ-ସଞ୍ଜୟ (UddhavThackeray Sanjay Raut) ଯୋଡି ଡିଫେନ୍ସ ଜାରି ରଖିଛନ୍ତି । କୌଣସି ମତେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ରାଜ୍ୟ କଂଗ୍ରେସ ଶାଖା ନିଜ ଉପସ୍ଥିତି ଜାରି ରଖିଛି । ରାଷ୍ଟ୍ରବାଦୀ କଂଗ୍ରେସ (Nationalist Congress Party) ମୁଖ୍ୟ ଶରଦ ପାୱାର (Sharad Pawar) ମଧ୍ୟ ନିଜ ଅବଗଣନା ଆରମ୍ଭ କରିଛନ୍ତି ।

2. Maharashtra political crisis: ହୋଟେଲରେ ସିନ୍ଧେଙ୍କୁ ନେତା ଘୋଷଣା କଲେ ବିଦ୍ରୋହୀ ବିଧାୟକ

ମହାରାଷ୍ଟ୍ର ରାଜନୀତି ନେଇ ଦୀର୍ଘ ଦୁଇ ଦିନ ଧରି ଚାଲିଥିବା ମହାଡ୍ରାମାରେ ସମୟ ଯେତିକି ଗଡୁଛି, ଘଟଣା ମଧ୍ୟ ସେତିକି ରୋଚକ ମୋଡ ନେବାରେ ଲାଗିଛି ।

3. Maharashtra Political Crisis: ସତ ହେଲା ଅଭିନେତ୍ରୀ କଙ୍ଗନାଙ୍କ ଭବିଷ୍ୟବାଣୀ

ସତ ହେଲା କଣ୍ଟ୍ରୋଭର୍ସି କ୍ବିନ୍‌ କଙ୍ଗନା ରଣାୱତ(Kangana Ranaut Viral Video)ଙ୍କ ଭବିଷ୍ୟବାଣୀ । ଉଦ୍ଧବ ଠାକରେ (CM Uddhav Thackrey)ଙ୍କୁ ଦେଇଥିବା ଅଭିଶାପ ସତ ହୋଇଛି ।

4. ଗୁଜୁରାଟ ଉପକୂଳରୁ 3 ପାକିସ୍ତାନୀ ବୋଟ ଜବତ କଲା BSF

ଗୁଜୁରାଟ ଉପକୂଳରୁ ଜବତ ହେଲା 3 ପାକିସ୍ତାନୀ ବୋଟ । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ । ପାଟ୍ରୋଲିଂ କଡାକଡି କଲା BSF । ନିକଟ ଅତୀତରେ ବିପୁଳ ନିଶାଦ୍ରବ୍ୟ ସହ ଗିରଫ ହୋଇଥିଲେ 9 ପାକିସ୍ତାନୀ ନାଗରିକ ।

5. ରାଷ୍ଟ୍ରପତି ନିର୍ବାଚନ, ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା BJD

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା । ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା ବିଜେଡ଼ି ।

6. 14 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଦିନକୁ ଦିନ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା ।

7. ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦିଅନ୍ତୁ, ଗ୍ରାମାଞ୍ଚଳରେ ବେଶୀ ଶାଖା ଖୋଲନ୍ତୁ: ଅର୍ଥମନ୍ତ୍ରୀ

୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ । ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେବା ସହ ଗ୍ରାମାଞ୍ଚଳରେ ବେଶୀ ଶାଖା ଖୋଲାଯାଉ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

8. ରବି ଋତୁ ଧାନ କିଣାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ କଂଗ୍ରେସ ନେତା

ବଲାଙ୍ଗୀରରେ ରବି ଋତୁ ଧାନ କିଣାରେ ମହାଦୁର୍ନୀତି । କଟନି ଛଟନି ସାଙ୍ଗକୁ ଚାଷୀ ହନ୍ତସନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଲେ କଂଗ୍ରେସ ନେତା ନିରସିଂହ ମିଶ୍ର ।

9. ଅପସ୍ମାର ରୋଗର ନିରାକରଣ ଅଭିଯାନ, ନାରାୟଣପାଟଣାରେ ନୂତନ ଆଶାର ସଞ୍ଚାର

ଏକ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ହେଉଛି ଅପସ୍ମାର । ଏପିଲେପ୍ସି ନାମରେ ମଧ୍ୟ ଏହି ରୋଗ ପରିଚିତ । ରୋଗର ନିରାକରଣ ତଥା ଚିକିତ୍ସା କରାଇବାକୁ ଅଣ୍ଟା ଭିଡ଼ିଛି କୋରାପୁଟର WORD ସ୍ବେଚ୍ଛାସେବୀ ସଂଗଠନ ।

10. ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଚମକିଲା ଅନୁଗୋଳ, ହାତେଇଲା ୬ଟି ସ୍ୱର୍ଣ୍ଣ ପଦକ

ମଧ୍ୟପ୍ରଦେଶର ଦେବସ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ମୁଏଥାଇ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୪୮ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ କେବଳ ଅନୁଗୋଳ ଜିଲ୍ଲାରୁ ରହିଛନ୍ତି ଏବଂ ସେମାନଙ୍କୁ ମିଳିଛି ୧୨ଟି ପଦକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.