ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 22, 2022, 9:07 PM IST

୧. ମୋର ଜଣେ ବି ବିଧାୟକ କହିଲେ ମୁଁ ଇସ୍ତଫା ଦେଇଦେବି: ଉଦ୍ଧବ ଠାକରେ

ସମ୍ବୋଧନରେ ଉଦ୍ଧବ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ।

୨. ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: MCL ଗେଷ୍ଟ ହାଉସ୍‌ରେ କରିବେ ରାତ୍ରୀ ଯାପନ

ଭୁବନେଶ୍ବରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଜଧାନୀର MCL ଗେଷ୍ଟ ହାଉସ୍‌ରେ ସେ ଆଜି ରାତ୍ରୀ ଯାପନ କରିବେ ।

୩. ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - ‘ବାଣିଜ୍ୟ ଭବନ’ (Vanijya Bhawan) କୁ ଆସନ୍ତାକାଲି(ଗୁରୁବାର) ପୂର୍ବାହ୍ନ ୧୦.୩୦ ରେ ଉଦଘାଟନ କରିବେ ।

୪. ରେସ୍କ୍ୟୁ ଟିମ ବୋଟରେ ବନ୍ୟାଞ୍ଚଳ ବୁଲିଲେ ଆସାମ ମୁଖ୍ୟମନ୍ତ୍ରୀ, ପରଖିଲେ ଉଦ୍ଧାର ଓ ରିଲିଫ କାର୍ଯ୍ୟ

ବନ୍ୟାରେ ଉବୁଟୁବୁ ଆସାମ । ଏବେ ମଧ୍ୟ ଅନେକ ଅଞ୍ଚଳ ଜଳମଗ୍ନ । ଜାରି ରହିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ ।

୫. ମୋତେ ନେଇ ଚର୍ଚ୍ଚା, ଅବାସ୍ତବ: କଂଗ୍ରେସ ବିଧାୟକ

ନବ ନିଯୁକ୍ତ ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ ।

୬. କାଶ୍ମୀରରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀରର ପାହାଲଗାମ ଅଞ୍ଚଳରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ ।

୭. ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ: ଆର୍ଥିକ ଅନଟନରେ ବିତିଥିଲା ଜୀବନ, ଦିନେ ଥିଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟ

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିଛି ଏନଡିଏ ।

୮. ଝାରସୁଗୁଡ଼ାରେ ବଜ୍ରାଘାତରେ ଯୁବକ ମୃତ

ଝାରସୁଗୁଡ଼ାର ଲଖନପୁର ଥାନା ଅଞ୍ଚଳରେ ଅଘଟଣ । ବଜ୍ରାଘାତରେ ୨୩ ବର୍ଷୀୟ ଯୁବକ ମୃତ ।

୯. ନାବାଳିକା ଦୁଷ୍କର୍ମ ମାମଲା: କଟକ ପୋକ୍ସୋ କୋର୍ଟରେ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସୋ ଅଦାଲତ ।

୧୦. ଯୌନ ନିର୍ଯାତନା ମାମଲା: ବିଜୟ ବାବୁଙ୍କୁ ଅଗ୍ରିମ ଜାମିନ ପ୍ରଦାନ କଲେ କେରଳ ହାଇକୋର୍ଟ

ମାଲାୟାଲମ ଅଭିନେତା-ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଯୌନ ନିର୍ଯାତନା ମାମଲାରେ କେରଳ ହାଇକୋର୍ଟ ପୁଣି ଥରେ ଅଗ୍ରିମ ଜାମିନ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.