ETV Bharat / bharat

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 21, 2022, 9:01 PM IST

୧. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଗୃହ କିମିଟି ହସ୍ତକ୍ଷେପ ନେଇ ଚାଲିଛି ତର୍ଜମା: ବାଚସ୍ପତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜାରି ରହିଛି ବିବାଦ । ପ୍ରକଳ୍ପ କାର୍ଯ୍ୟ ନେଇ ହୋଇଥିବା ଏକାଧିକ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ବିଧାନସଭା ଗୃହ କମିଟି ହସ୍ତକ୍ଷେପ ନେଇ ଚାଲିଛି ତର୍ଜମା । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

୨. ମରାମତି ସମୟ ବ୍ୟତୀତ ରାଜ୍ୟରେ ହେବନି ବିଜୁଳିକାଟ୍‌: ଟାଟା ପାୱର ଅଧିକାରୀ

ନିହାତି ମରାମତି କାମ ପାଇଁ ଆବଶ୍ୟକତା ନଥିଲେ ଏଥର ବିଦ୍ୟୁତ୍‌କାଟ୍‌ ହେବ ନାହିଁ । ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ହୋଇଥିବାରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଶକ୍ତି ଉପଲବ୍ଧ ରହିଛି କହିଛନ୍ତି ଟିପିସିଓଡ଼ିଏଲ (TPCODL) ସିଇଓ ।

୩. ସୁଦୃଢ ହେବ ଓଡିଶା ପୋଲିସ: ୧୯୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସଶକ୍ତ ହେବ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ୧୯୬ଟି ପଦବୀକୁ ମଞ୍ଜୁରୀ କରିଛନ୍ତି । ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି ।

୪. ଚାଲିଛି କଡାକଡି ଚେକିଂ: ଗାଡ଼ିର ଫିଟନେସ୍‌ ନଥିଲେ ଗଣିବେ ମୋଟା ଅଙ୍କର ଫାଇନ

ଏମଭିଆଇ କରୁଛନ୍ତି କଡାକଡି ଚେକିଂ । ଯେଉଁ ଗାଡିର ଫିଟନେସ୍‌ ନାହିଁ କଟାଯାଉଛି ମୋଟା ଅଙ୍କର ଫାଇନ୍‌ । ଏକ ସ୍କୁଲ ବସରୁ ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କଟିଥିବାବେଳେ ଏକ ଅଟୋରୁ ୨୭ ହଜାର ଟଙ୍କାର ଫାଇନ୍ କାଟିଛି ଏମ୍‌ଭିଆଇ ।

୫. ଗ୍ୟାଙ୍ଗଷ୍ଟାର ଆବୁ ସଲିମର ଆବେଦନ ପ୍ରସଙ୍ଗ, କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା

ଗ୍ୟାଙ୍ଗଷ୍ଟାର ଆବୁ ସଲିମ ଆବେଦନ ପ୍ରସଙ୍ଗରେ କେନ୍ଦ୍ରର ଉତ୍ତରରେ କ୍ଷୁବ୍ଧ ହେଲେ ସର୍ବୋଚ୍ଚ କୋର୍ଟ । କହିଲେ ନ୍ୟାୟାପାଳିକାକୁ କାର୍ଯ୍ୟ କରିବା ନ ଶିଖାନ୍ତୁ ସରକାର ।

୬. Fire Breaks Out In Pakistan: 9 ଶିଶୁ ମୃତ, 20 ଆହତ

ପାକିସ୍ତାନର ସିନ୍ଧ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 60 ଘର । 9 ଶିଶୁଙ୍କ ସମେତ 20 ଆହତ । ତଦନ୍ତ ନିର୍ଦ୍ଦେଶ ଦେଲା ପାକିସ୍ତାନ ସରକାର ।

୭. Russia-Ukraine War: ଋଷ ଦଖଲରେ ବନ୍ଦର ସହର ମାରିୟୁପୋଲ

ଶେଷରେ ମାରିୟୁପୋଲକୁ ନିଜ ଦଖଲକୁ ନେଲା ଋଷୀୟ ସେନା । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧର ୫୮ ଦିନରେ ୟୁକ୍ରେନ ବନ୍ଦର ନଗରୀ ମାରିୟୁପୋଲ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି ଋଷୀୟ ସେନା ।

୮. ଖୁବଶୀଘ୍ର କଂଗ୍ରେସରେ ମିଶିପାରନ୍ତି ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି ଚର୍ଚ୍ଚା । ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇ ପାରନ୍ତି । ସର୍ତ୍ତ ନେଇ ଶୀର୍ଷ କଂଗ୍ରେସ ନେତାଙ୍କ ସହ ଆଲୋଚନା ଜାରି ରହିଥିବା ସୂଚନା ।

୯. IPL 2022: ଆଜି ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍‌ ଲଢେଇ, ଟସ୍‌ ଜିତିଲା CSK

ଆଇପିଏଲର ୩୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସୁପରକିଙ୍ଗ୍ସ କ୍ୟାପଟେନ ରବିନ୍ଦ୍ର ଜାଡେଜା ।

୧୦. Miss Ranu Maria biopic: ହିମେଶ ରେଶମିଆଙ୍କୁ ଅଭିନୟ କରିବାକୁ ଅନୁରୋଧ କଲେ ରାନୁ

ରାନୁ ମଣ୍ଡଳ ହିମେଶ ରେଶମିଆଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ବାୟୋପିକ ମିସ୍ ରାନୁ ମାରିୟାରେ ଏକ ଭୂମିକାରେ ଅଭିନୟ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.