ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ରାତି ୯ର ତାଜ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 25, 2022, 9:29 PM IST

1.ମୃତ୍ୟୁ ପୁର୍ବରୁ ମାନସ ଲେଖିଥିଲେ ଶେଷ ଚିଠି, ଲେଖାଥିଲା ଶର୍ମିଷ୍ଠାର କଳା କାରନାମା

ବହୁ ଚର୍ଚ୍ଚିତ କ୍ୟାମେରା‌ ମ୍ୟାନ‌ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଆଉ ଏକ ଗୁମର ଖୋଲିଛି । ହତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି ।

2.Birbhum Violence: ପଶ୍ଚିମବଙ୍ଗରେ ଜନ୍ମ ନେବା ଅପରାଧ ନୁହେଁ କହି କାନ୍ଦିଲେ ରୂପା ଗାଙ୍ଗୁଲୀ

ପଶ୍ଚିମବଙ୍ଗରେ ଘଟିଥିବା ନୃଶଂସ ଗଣହତ୍ୟାକୁ ନେଇ ଆଜି ରାଜ୍ୟସଭାରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲୀ । ରାଜ୍ୟରେ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।

3.ହକିକୁ ଆକ୍ଷେପ କରି ପୁଣି ବିବାଦରେ ଦୂତୀ: ସମାଲୋଚନା ପରେ ଡିଲିଟ୍‌ କଲେ ପୋଷ୍ଟ, ବର୍ଷିଲେ ଦିଲ୍ଲୀପ ତିର୍କୀ

ପୁଣି ବିବାଦରେ ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦ । ଏଥର ନିଜର ପ୍ରଦର୍ଶନ, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଭାରତୀୟ କ୍ରୀଡାର ପରିଚୟ 'ହକି'କୁ ଆକ୍ଷେପ କରି ନୂଆ ବିବାଦରେ ଫସିଛନ୍ତି ଦୂତୀ ।

4.ସୀମା ଟପିଲେ ମଦ୍ୟପ ଯୁବତୀ: ପୋଲିସ କର୍ମଚାରୀଙ୍କୁ ବାଡେଇଲେ, ଗାଳି ଗୁଲଜ କଲେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ମଦ ପିଇ କାରରେ ବସି ଅଶ୍ଳୀଳ ଭାଷାରେ ଗାଳି-ଗୁଲଜ କରୁଥିବା ଦେଖିବାକୁ ମିଳିଛି ।

5.BJB କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା, ଲାଠି ଚାର୍ଜ

ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗଣ୍ଡଗୋଳ । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଗଣ୍ଡଗୋଳ ।

6.Yogi 2.0: ଜନ୍ମମାଟିରେ ଉତ୍ସବ ପାଳିଲେ ଗାଁ ଲୋକେ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଲେ ଯୋଗୀ ଆଦିତ୍ୟନାଥ ।

7.ଭାରତ-ଚୀନ ସମ୍ପର୍କ ଭଲ ନାହିଁ, ସୀମାରେ ଶାନ୍ତି ଜରୁରୀ: ଜୟଶଙ୍କର

ର୍ତ୍ତମାନ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ନାହିଁ । ସାମରିକ ଗତିରୋଧ ସହିତ ବାଣିଜ୍ୟିକ ପ୍ରତିରୋଧ ମଧ୍ୟ ରହିଛି ।

8.କୋର୍ଟରେ ହାଜର ହେଲେ ଭୋଳାନାଥ, ତହସିଲରୁ ଆସିଥିଲା ଲିଗାଲ ନୋଟିସ୍‌

ମହାଦେବଙ୍କୁ କୋର୍ଟରେ ହାଜର କରିବାକୁ ଲୋକେ ଶିବଲିଙ୍ଗକୁ ଏକ ରିକ୍ସାରେ ବୋହି ନେଲେ ଶ୍ରଦ୍ଧାଳୁ ।

9.Odisha assembly: ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଇଛନ୍ତି: ବିରୋଧୀ

ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ନବମ ଅଧିବେଶନ । ଏହି ଅଧିବେଶନରେ ସରକାର ଗୃହରେ ଆଗତ କରିବେ କାମଚଳା ବଜେଟ ।

10.ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବୀଙ୍କୁ ମତଦାନରୁ ଦୂରେଇ ରଖୁଛନ୍ତି ସରକାର: BJP

ସହରାଞ୍ଚଳରେ ଭୋଟିଂ ପ୍ରତିଶତ କମ ରହୁଛି । ଗତ ପୌର ନିର୍ବାଚନ ତୁଳନାରେ ଚଳିତ ଥର ମତଦାନ ପ୍ରତିଶତ ଆହୁରି କମିଛି । କ୍ରମାଗତ ଭାବେ କମିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.