ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 21, 2022, 9:23 PM IST

1-Kotia Dispute: ଆନ୍ଧ୍ରର ରିଟ୍ ପିଟିସନ ସୁପ୍ରିମକୋର୍ଟରେ ଖାରଜ

କୋଟିଆ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରୁ ଝଟକା ଖାଇଲା ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସର୍ବୋଚ୍ଚକୋର୍ଟ ।

2-BJD MLA Meeting: ଶୁକ୍ରବାର ପୂର୍ବାହ୍ନରେ ବୈଠକ, ଅଧ୍ୟକ୍ଷତା କରିବେ ନବୀନ

ଆସନ୍ତା 25 ତାରିଖରେ ବସିବ ଶାସକ ଦଳ ବିଜେଡିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଉପସ୍ଥିତ ରହିବେ ।

3-Heatwave Rising: ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା, ତତଲା ଝାରସୁଗୁଡା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି(ରବିବାର) ଭଳି ଆଜି ମଧ୍ୟ ରାଜ୍ୟର ୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି ।

4-Cameraman Manas Murder Case: ଅବସରପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ OIS ନିରଞ୍ଜନ ସେଠୀ ଗିରଫ ।

5-Padma Awards 2022: 4 ଜଣ ବିଶିଷ୍ଟ ଓଡିଆ ସମ୍ମାନିତ

ଜଗତସିଂହପୁରର ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶ୍ୟାମାମଣୀ ଦେବୀ ଓ ନରସିଂହ ପ୍ରସାଦ ଗୁରୁ ଏବଂ ବୈଜ୍ଞାନିକ ଆଦିତ୍ୟ ପ୍ରସାଦ ଦାସଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

6-Plane Crash In China: ଚୀନ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ମୋଦି

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପୀଡିତ ପରିବାରକୁ ଜଣାଇଲେ ସମବେଦନା ।

7-ଦିନେ ହାତରେ ଥିଲା ଦେଶର ଅର୍ଥ ବ୍ୟବସ୍ଥା, ଏବେ କାର ଡ୍ରାଇଭର

ଆଫଗାନିସ୍ତାନ ଆତଙ୍କୀ ସଂଗଠନ ତାଲିବାନ ହାତକୁ ଆସିବା ପରେ ବଦଳିଯାଇଛି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଭାଗ୍ୟ । ଦିନେ ତାଙ୍କ ହାତରେ ଦେଶର ଅର୍ଥନୀତିର ଚାବିକାଠି ଥିବା ବେଳେ ଆଜି ରହିଛି Uber କାରର ଚାବି । କାରଣ ସମୟ ଚକ୍ରରେ ସେ ଅର୍ଥମନ୍ତ୍ରୀରୁ ହୋଇଯାଇଛନ୍ତି କାର ଡ୍ରାଇଭର ।

8-ସ୍ବର୍ଣ୍ଣ ମନ୍ଦିରରେ RRR ଟିମ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଆର୍‌ଆର୍‌ଆର୍‌ (RRR) ମାର୍ଚ୍ଚ 25ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ସଫଳତା ପାଇଁ ପୁରା ଟିମ୍ ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି । ରାଜାମୌଲି ଏବଂ ଅଭିନେତା ଫିଲ୍ମର ସଫଳତା ଏବଂ ଆଶୀର୍ବାଦ ପାଇଁ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି ।

9-Uttarakhand CM: ପୁଷ୍କର ସିଂ ଧାମି ପୁଣି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ।

10-Women's CWC: ୧୩ ବର୍ଷ ପରେ ବିଶ୍ବକପରେ ବିଜୟ ସ୍ବାଦ ଚାଖିଲା ପାକିସ୍ତାନ

ଏହି ବିଜୟ ମଧ୍ୟ ବିଶ୍ବକପରେ ଦୀର୍ଘ ୧୩ ବର୍ଷ ପରେ ପାକିସ୍ତାନ ଟିମର ପ୍ରଥମ ବିଜୟ । ୨୦୦୯ରେ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ଏହି ଏସୀୟ ଟିମ ୧୮ଟି ପରାଜୟ ପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.