ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ରାତି ୯ର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 8, 2022, 9:03 PM IST

1.Modi Speech in Rajyasabha: ଖଣି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡିଶା ଦେଶରେ ପ୍ରଥମ କହିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ଉଦାହରଣ ଦେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସରକାର କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରିଛନ୍ତି ।

2.ଆସନ୍ତା 14ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ

ଆସନ୍ତା 14ରୁ ଘରୋଇ ପ୍ଲେ ଓ କେଜି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

3.Odisha Weather: ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମା ବାୟୁ ପ୍ରଭାବରେ ବୁଧବାରଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

4.ଚିଲିକା ମଙ୍ଗଳାଯୋଡି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଚିଲିକାର ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା କାରଣରୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଓଡିଶା ହାଇକୋର୍ଟ ।

5.ମୁକ୍ତିଲାଭ ଅପେକ୍ଷାରେ ମିହିର ଦାସଙ୍କ ମାଟିର ବନ୍ଧନ, ମାଟି କାରିଗର ଦେଲେ ନିଆରା ଉପହାର

କଳା ମାଧ୍ୟରେ ସ୍ବର୍ଗତ ମିହିର ଦାସଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଜଣାଇଲେ କଟକର ମାଟି କାରିଗର । ମାଟିରେ ଏକ ୭ ଫୁଟର ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହା ଆସନ୍ତା ୧୧ ମିହିରଙ୍କ ୬୩ତମ ଜନ୍ମ ବାର୍ଷିକୀ ଅବସରରେ ଉତ୍ସର୍ଗୀକୃତ କରାଯାଇଛି ।

6.ପଞ୍ଚାୟତ ନିର୍ବାଚନରେ ନିଆରା ଦୃଶ୍ୟ: ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଦେଶୀ ମହିଳା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଥିବା ବେଳେ ପୁରୀ ସଦର ବ୍ଳକ କାଶୀହରିପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ।

7.ମେଘାଳୟରେ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ

ମେଘାଳୟରେ କଂଗ୍ରେସକୁ ପୁଣି ବଡ ଝଟକା । ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ । ପୂର୍ବରୁ ଦଳ ଛାଡି TMCରେ ସାମିଲ ହୋଇଥିଲେ ୧୨ ବିଧାୟକ ।

8.ପ୍ରକାଶ ପାଇଲା ସମାଜବାଦୀ ପାର୍ଟିର ଇସ୍ତାହାର: ଫୋକସରେ ମହିଳା, ଚାଷୀ ଓ ନିଯୁକ୍ତି

ପ୍ରକାଶ ପାଇଲା ଅଖିଳେଶଙ୍କ ଇସ୍ତାହାର । ଫୋକସରେ ମହିଳା, ଚାଷୀ ଓ ନିଯୁକ୍ତି ।ମହିଳା ପାଇବେ ନିଯୁକ୍ତିରେ ୩୩ ପ୍ରତିଶତ ସଂରକ୍ଷଣ । ସମସ୍ତ ଚାଷୀଙ୍କୁ ମିଳିବ MSP ।

9.Oscar Nominations 2022: ସୂର୍ଯ୍ୟାଙ୍କ ଫିଲ୍ମ ଜୟ ଭୀମ ଜିତିବ କି ଓସ୍କାର ? ଆଜି ହେବ ନୋମିନେସନ ଘୋଷଣା

ଓସ୍କାର 2022 (Oscars Nominations 2022) ନାମାଙ୍କନପତ୍ର ଘୋଷଣା ଆଜି କରାଯିବ । ଲାଇଭ୍ ଷ୍ଟ୍ରିମ୍ ମାଧ୍ୟମରେ ଏହାକୁ ନେଇ ଘୋଷଣା କରାଯିବ । ଟ୍ରେସି ଏଲିସ୍ ରସ୍ ଏବଂ ଲେସଲି ଜୋର୍ଡାନଙ୍କ ଦ୍ବାରା ନାମାଙ୍କନ ଘୋଷଣା କରାଯିବ ।

10.Ranji Trophy: ମୁମ୍ବାଇ ସ୍କ୍ବାଡ୍‌ରେ ରାହାଣେ, ଅର୍ଜୁନ ତେନ୍ଦୁଲକର

ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ମଙ୍ଗଳବାର ଘୋଷଣା ହୋଇଛି ମୁମ୍ବାଇ ସ୍କ୍ବାଡ୍‌ । ଘୋଷିତ ସ୍କ୍ବାଡ୍‌ରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ଟିମ ଇଣ୍ଡିଆ ବ୍ୟାଟ୍‌ର ଅଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.